ଚିତ୍ତରଂଜନ ବାରିକ

ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Danara Hatare Chahnini

ଦାନର ହାତରେ ଚାହିଁନି

ସୁନ୍ଦରୀଙ୍କୁ ଧରି ରଖିନି ପ୍ରାଙ୍ଗଣ ସୁନ୍ଦରଙ୍କୁ ନା ସେ ରଖିଛି, କେତେ ଆସିଛନ୍ତି ଚାଲି ଯାଇଛନ୍ତି କାହା ବାଟକୁ ସେ ଚାହିଁନି । ଗୀତିକାରଙ୍କୁ ସେ ଧରିଛି ବକ୍ଷରେ ଚିତ୍ରକରଙ୍କୁ ବି ଧରିଛି, କନଭାସ ଚିତ୍ର, ସୁନ୍ଦର ସଙ୍ଗୀତ ନିଜ ପାଇଁ କେବେ ମାଗିନି । କ୍ରୀଡ଼ାବିତ୍‌ଙ୍କୁ ଖେଳାଇଛି କୋଳରେ ମନବିତ୍‌ଙ୍କୁ ବି ଗଢ଼ିଛି, କେବେ ମାଗିନାହିଁ କା’ କ୍ରୀଡ଼ାର ମୂଲ୍ୟ ଅନ୍ତର ଭାବନା କହିନି । ତାର୍କିକଙ୍କୁ କେତେ ତର୍କ ଶିଖାଇଛି ଗାଳ୍ପିକଙ୍କୁ ଗଳ୍ପ କହିଛି,…

ଅଧିକ ପଢ଼ନ୍ତୁ
mamata-bhija-panata

ମମତା ଭିଜା ପଣତ

ଦୁନିଆର ସବୁଠାରୁ କ୍ଷୁଦ୍ର ଅକ୍ଷର ମା’ ବିସ୍ତୃତି ଯାହାର ସିନ୍ଧୁର ପାଣି ବସ୍ତୁତ୍ୱ ଯାହାର ଧରଣୀଠୁ ଭାରୀ ଧର୍ଯ୍ୟ ଧରିବାରେ ତା’ ବୁକୁ ସବୁଠୁ ଶକ୍ତିଶାଳୀ ପତିତପାବନ ବାନାଠୁ ବି ବଡ଼ ତା’ ମମତା ଭିଜା ପଣତ କାନି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ ସଭିଙ୍କୁ ନ୍ୟାୟ ବାଣ୍ଟିବା ପାଇକା ଯଥା ଉତ୍ସର୍ଗ ତ୍ରିରଙ୍ଗା ନେତ ତଥା ସୁନ୍ଦର ଅସୁନ୍ଦର ସନ୍ତାନକୁ ପ୍ରେମ ଦେଇ ସବୁ କଷ୍ଟରୁ ରକ୍ଷା କରିଚାଲେ ସେପରା ମା’ର ମମତା ଭିଜା…

ଅଧିକ ପଢ଼ନ୍ତୁ