ବିନୟ କୁମାର ଦାସ

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।

Dani

ଦାନୀ

ପତି- ଆମ ଆଲମାରୀରେ ବହୁତ ପୁରୁଣା ଲୁଗାପଟା ଭର୍ତ୍ତି ହୋଇଗଲାଣି । ମୁଁ ଭାବୁଛି ସେଗୁଡ଼ିକ ବାହାର କରିଦେବା ଉଚିତ । ପତ୍ନୀ- ହଁ, ସେଇଆ କରିବା । ପୁରୁଣା ବାହାର କରିଦେଲେ ସିନା ସେଥିରେ ନୂଆ ରହିବା ପାଇଁ ଜାଗା ହୋଇଯିବ । ପତି- ସେ ପୁରୁଣା ଲୁଗାକୁ ଆମେ ଗରିବ ଲୋକଙ୍କୁ ଦାନ କରିଦେବା… ନା କ’ଣ ଭାବୁଚ? ପତ୍ନୀ- ହଁ । ସେଗୁଡ଼ା ଆମର ଆଉ କ’ଣ ହେବ? ପତି- ଆମର କାମବାଲୀଟି…

ଅଧିକ ପଢ଼ନ୍ତୁ
Jibanta Prashna

ଜୀବନ୍ତ ପ୍ରଶ୍ନ

“ଜଣେ ରାଜା ଥିଲେ । ତାଙ୍କର ଥିଲେ ଦୁଇଟି ରାଣୀ ।” ବାପା ଟିକି ଗେହ୍ଲୀ ଝିଅ ଗୌରୀକୁ କାହାଣୀ ଶୁଣାଇବାକୁ ଆରମ୍ଭ କରିଦେଲେ । ହେଲେ କାହାଣୀ ସରିବାର ବହୁ ପୂର୍ବରୁ ଶୋଇ ସାରିଥିଲା ଗୌରୀ । କିଛି ସମୟ ପରେ ବାପା ବି ଶୋଇଗଲେ । ତହିଁ ପରଦିନ ଗୌରୀ ବିଛଣାକୁ ଆସିବା ମାତ୍ରେ କହିଲା, “ବାପା, ମୁଁ ଆଜି ତୁମକୁ କାହାଣୀ ଶୁଣାଇବି ।” “ଆରେ ବାଃ, ମୋ ସୁନା ଝିଅ, ଶୁଣା…

ଅଧିକ ପଢ଼ନ୍ତୁ