ଭରତ ମେହେର

Hrudaya Kandhuchhi

ହ୍ଠଦୟ କାନ୍ଦୁଛି

ଏକା ଏକା ଲାଗେ ମୋ ହ୍ଠଦୟଟା ତୁମେ ଛାଡ଼ି ଗଲା ଦିନୁ ତୁମରି ସେଇ ଆଭିମାନକୁ ଗୋ ଭୁଲି ପାରୁ ନି ଏ ମନୁ, କି ଭୁଲ କିରିଥିଲି ପ୍ରିୟା ଗୋ ମୁହିଁ ଛାଡ଼ି ଚାଲି ଗଲ ମତେ ତୁମରି ପ୍ରେମ, ରାଗ ଆଭିମାନ ଗୋ ମନେ ପଡ଼େ ଆଜି ସତେ, ଅଭୁଲା ମୁହୁର୍ତ୍ତକୁ ଭୁଲି ପାରୁ ନାହିଁ ମୁଁ କେମିତି ଭୁଲିବି ଗୋ କୁହ ସେ ଦିନର ସମୟ କେତେ ଯେ ଆନନ୍ଦ କେମିତି ଗୋ…

ଅଧିକ ପଢ଼ନ୍ତୁ
ମୋ ପ୍ରିୟା ଭାରି ଚଗଲି

ମୋ ପ୍ରିୟା ଭାରି ଚଗଲି

ପ୍ରିୟା ମୋର ସତେ ଭାରି ଚଗଲି, ନାଆଁଟା ତାହାର ମଲ୍ଲୀ । କଥାରେ କଥାରେ ରୁସି ଯାଏ ସିଏ ହୁଏ ସବୁ ବେଳେ ଗାଳି ॥ ତା’ର ହରୀଣୀ ଆଖିର ଚାହାଣୀ, ରାଣୀ ପରିକା ଚାଲି । ଗୋଲାପି ଓଠର ସେ ମୁରୁକି ହସି ହେଉ ଥାଏ ମୁ ଭାଳି ॥ ଦିନରେ ରାତିରେ ସପନେ ଆସୁଛି, ଶୋଇ ଦେଉ ନାହିଁ ମତେ । ପ୍ରେମ ନିଶା ତା’ର ବାଉଳା କଲା, ଏକା ରହିପାରୁନି ମୁଁ ସତେ…

ଅଧିକ ପଢ଼ନ୍ତୁ
ପ୍ରିୟା ମୋର ଭାରି ଅଭିମାନୀ

ପ୍ରିୟା ମୋର ଭାରି ଅଭିମାନୀ

ତୁମ ଛବି ଦେଖି ଆଜି ମୁ ଜୀଉଁଛି ଏଇ ସପ୍ନଭରା ନିଶାରାତି ମନକଥା ମୋର ପାରୁନି ମୁଁ କହି ତୁମକୁ କରୁଛି ବୋଲି ଗୋ ପ୍ରିତୀ ତୁମେ ତ ମୋର ଆଭିମାନିନୀ କିଆଁ ଲାଜୁଛ ଗୋ ଏତେ ତୁମେ ତ ମୋର ଅଭୁଲା ରାତୀ ଭୁଲି ପାରୁନି ମୁଁ ସତେ ॥ ଜହ୍ନ ରାଇଜରେ ଘରଟେ କରିବି ରଖିବି ସଜେଇ ରାଣୀ ତୋ ପାଇଁ ମୁଁ ଆଣିଦେବି ସତେ ହୀରା, ନୀଲା, ମୋତି ମାଣୀ ॥ ତମକୁ…

ଅଧିକ ପଢ଼ନ୍ତୁ