ଯନ୍ତ୍ର ଦାନବ
ଭଗବାନ ସୃଷ୍ଟ ମନୋହର ଜଗତେ ତୁ ଏକା ଶ୍ରେଷ୍ଠ ମରତେ, ସୁନ୍ଦର ରଚନାର ତୁ ପ୍ରତୀକଟେ ନବ ଯୁଗର ତୁ ସତ୍ୟଟେ । ଧର୍ମର ସନ୍ତାନ ତୁ ମାନବ କର୍ମର ପ୍ରତିଦାନ, ଧର୍ମପଥରେ ସୃଜିଲୁ ଦାନବ ଯନ୍ତ୍ରକୁ ଦେଲୁ ପ୍ରାଣ? କାଲିର ଦାନବ ଆଜିର ଯନ୍ତ୍ରାଂଶ କରଇ ଧର୍ମର ନାଶ ଶତବୁଦ୍ଧି ରଖିଥିବା ଏ ରୁଦ୍ରାଂଶ ହାରଇ ଯନ୍ତ୍ରର ପାଶ । ମାନବ ଅଟଇ ଶୋଣିତ ସନ୍ତାନ ସବୁଠାରୁ ବଡ଼ ଜ୍ଞାନୀ ! ଗର୍ବ ତାକୁ ହିଁ…