ଆଶିଷ କୁମାର ସ୍ୱାଇଁ

ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Golapa (ଗୋଲାପ) by Ashish Kumar Swain

ଗୋଲାପ

ବିଧାତାର ଅପୂର୍ବ ମହନୀୟ ବିଚିତ୍ର ସୃଷ୍ଟି । କି ଶୋଭା? କି କାନ୍ତି? ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସ୍ରଷ୍ଟା ସୃଷ୍ଟି ଧରାପୃଷ୍ଠେ ମହକରେ ମହକିତକରି ମହକାଏ । ହୃଦୟ ମନକୁ ଏକ କରି ସପ୍ତଜନ୍ମ ପର୍ଯ୍ୟନ୍ତ ବାନ୍ଧିରଖେ । ରଙ୍ଗହୀନ ବିଷାଦରେ ପରିପୂର୍ଣ୍ଣ ମୁହଁକୁ ହସଖୁସି ଆନନ୍ଦ ଦେବା ସହ ନାନା ରଙ୍ଗେ ରୂପ ଦିଏ । ମାନସ ପଟରେ ସୁନ୍ଦର ଦିବ୍ୟ ଛବି ଅଙ୍କନ କରେ । ମହତ୍ତ୍ୱ ବୁଦ୍ଧିଆ ଜୀବ ଓ ପ୍ରାଣୀ…

ଅଧିକ ପଢ଼ନ୍ତୁ
Odia Story Swapna (ସ୍ୱପ୍ନ) Ashish Kumar Swain

ସ୍ୱପ୍ନ

ଆସେ ! ଆସେ ! ଆସେ ! ସେ ଚୁପି ଚୁପି ହୋଇ ମୋ ପାଖକୁ ଆସେ । କେତେବେଳେ ସୁପ୍ତ ଅବସ୍ଥାରେ ତ ପୁଣି କେତେବେଳେ ଜାଗ୍ରତ ଅବସ୍ଥାରେ । ଆସି ମୋତେ ତା’ ମାୟାରେ ପ୍ରଲୋଭିତ କରି ତା’ ଆୟତ୍ତକୁ ନେଇଯାଏ । ମୁଁ ବିଚରା ତା’ ମାୟା ଜାଲରେ ଛନ୍ଦି ହୋଇଯାଏ । ସେ କିନ୍ତୁ ପ୍ରତ୍ୟେକ ଦିନ ଆସିବା ପ୍ରକ୍ରିୟା ଚାଲୁରଖିଥାଏ । କିଛି ଆଶା ଆକାଂକ୍ଷା ମହତ୍ତ୍ୱ ଲକ୍ଷ୍ୟକୁ ନେଇ…

ଅଧିକ ପଢ଼ନ୍ତୁ
Biography of Bhakta Bandhu Mohanty (ଭକ୍ତ ବନ୍ଧୁ ମହାନ୍ତି) by Ashish Kumar Swain

ଭକ୍ତ ବନ୍ଧୁ ମହାନ୍ତି

ବନ୍ଧୁ ମହାନ୍ତିଙ୍କ ଘର ଯାଜପୁର ଜିଲ୍ଲାରେ, କିନ୍ତୁ ଗ୍ରାମ ଜନଶ୍ରୁତି ଏବଂ କାବ୍ୟକାରଙ୍କ ଭିନ୍ନ ଭିନ୍ନ ମତାନୁସାରେ ମହାନ୍ତି ପାଟଣା, ପାଟ ଗ୍ରାମ, କପିଳେଶ୍ୱର ଗ୍ରାମରେ ବୋଲି ଜଣାଯାଏ । ସେ ଥିଲେ ଜାତିରେ କରଣ । ପାଞ୍ଚ ଜଣ ପ୍ରାଣୀଙ୍କୁ ନେଇ ଥିଲା ତାଙ୍କ ସଂସାର; ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ସ୍ତ୍ରୀଙ୍କ ନାମ ମଧ୍ୟ ଭିନ୍ନ ଭିନ୍ନ ମତବ୍ୟକ୍ତ ହୁଏ । କିଏ ମାଳତୀ କହେ ତ କିଏ କନକ ।…

ଅଧିକ ପଢ଼ନ୍ତୁ
Odia Story Lanthana (ଲଣ୍ଠନ) by Ashish Kumar Swain

ଲଣ୍ଠନ

ସୂର୍ଯ୍ୟ ଲାଲ ରୂପ ଧାରଣ କରି ପର୍ବତ ଶିଖରେ ବୁଡ଼ିଗଲେ, ସୁଲୁସୁଲିଆ ସୁଶୀତଳ ପବନ ବହି ଚାଲେ । ମନ ଆନନ୍ଦରେ ପୂରି ଉଠେ । ସୁନ୍ଦର ସୁଶୋଭିତ କଳାହାଣ୍ଡିଆ ରୂପଧାରଣ । ଯେ ଯାହା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଭିନ୍ନ ରୂପ ଭିନ୍ନ ଧ୍ଵନି ସହ ସନ୍ଧ୍ୟା ଆଗତ । ଝୁମ୍ପୁଡ଼ି କୁଡ଼ିଆ । କୁଡ଼ିଆ ଭିତରେ କେଇଟା ପ୍ରାଣୀ । ଚତୁଃପାର୍ଶ୍ଵ ଘନ ଅନ୍ଧକାରମୟ ଆଉ ସେହି ଅନ୍ଧକାର ଭିତରେ ଭ୍ରମର ପରି…

ଅଧିକ ପଢ଼ନ୍ତୁ
Odia Love story Mun Ta premare Padichhi (ମୁଁ ତା' ପ୍ରେମରେ ପଡ଼ିଛି) by Ashish Kumar Swain

ମୁଁ ତା’ ପ୍ରେମରେ ପଡ଼ିଛି

ମହୋଦଧିରୁ ଏକ ଫଳରୂପକ ନାଲିରଙ୍ଗର ତୀର୍ଯକ୍ ହଠାତ୍ ପଡ଼ିଲା ମୋ ଉପରେ । ସତେ ଅବା ଶରୀରରେ ଗୁଞ୍ଜରିତ କଲା । ଉଠିଆସ ଉଠିଆସ… ପ୍ରାତଃ ଠିକ୍ ୯ଘ. ୩୦ ମିନିଟ୍ ସମୟରେ । ସବୁଜିମାମୟ ରାଜରାସ୍ତାରେ ଦୁଇଚକିଆ ଯାନରେ ଗୁଣୁଗୁଣୁ ଶବ୍ଦ କରି ସୌନ୍ଦର୍ଯ୍ୟମୟୀ ଚିଲିକାରାଣୀକୁ ଅନେଇ ଯାଉଥାଏ । ମନ ଭିତରେ ସୃଷ୍ଟିହୁଏ ଆଶାର ଆହ୍ଲାଦ । ସତେ ଅବା କିଏ ଡାକୁଥାଏ । ମୁଁ ଅଛି ଏଠାକୁ ଆସ । ଯୁଗଯୁଗର ସେ…

ଅଧିକ ପଢ଼ନ୍ତୁ