ଆକାଶ କୁମାର ଭୋଳ

ଆକାଶ କୁମାର ଭୋଳ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।

Mun Sighra Pheribi

ମୁଁ ଶୀଘ୍ର ଫେରିବି

ଅମର ସେଇ ସମୟରେ ଡ୍ୟୁଟିରେ ଥିଲା । ଯେତେବେଳେ ତାକୁ ଜଣାପଡ଼ିଲା କି ସେ ବାପା ହେବାକୁ ଯାଉଛି । ପତ୍ନୀ ତନୁ ସହିତ କଥା ହଉହଉ ଅମରର ମନ ଖୁସିରେ ନାଚିଉଠିଲା । ସେ ଫୋନରେ ହିଁ ଢେର ସାରା ସତର୍କବାଣୀ ଶୁଣାଉଥିଲା, ଏମିତି କରିବନି, ସେମିତି କରିବନି, ଦେଖିକି ଚାଲିବ, ବାଥରୁମ ସମ୍ଭାଳି କି ଯିବ ! କାଶ୍ମୀରର ଅତିସମ୍ବେଦନଶୀଳ ଇଲାକାରେ ନିଯୁକ୍ତ ସି.ଆର.ପି.ଏଫ କମାଣ୍ଡୋ ମେଜର ଅମର ଯିଏ ପ୍ରତେକ ମୁହୁର୍ତ୍ତ ମୃତ୍ୟୁର ସାମ୍ନା କରେ । ଆଜି ନିଜ…

ଅଧିକ ପଢ଼ନ୍ତୁ
Puruna Chasama

ପୁରୁଣା ଚଷମା

ଅଫିସରୁ କାମ ଶେଷ କରି ଶୀଘ୍ର ବସଷ୍ଟାଣ୍ଡ ଆସିଯାଇଥିଲି, ବସଟେ ମିଳିଗଲେ ସମୟ ପୂର୍ବରୁ ଘରେ ପହଞ୍ଚିଯିବି । ସମୟ ରାତି ୯ଟା, ଅନ୍ଧାର ରାତି ଯୋଗୁଁ ରାସ୍ତାଘାଟ କିଛି ଦିଶୁନଥାଏ । ଏପଟେ ବର୍ଷା ମଧ୍ୟ ଏମିତି ହଉଛି, କମିବାର ନାଁ ହିଁ ଧରୁନି । ବସକୁ ଅପେକ୍ଷା କରୁକରୁ ଅଧ ଘଣ୍ଟା ବିତିସାରିଥାଏ । ମନ ଭିତରେ ଗୋଟେ ଭାବନା ଆସୁଥାଏ କି ଓଡ଼ିଶାର ପବ୍ଲିକ ଟ୍ରାନ୍ସପୋର୍ଟ କେବେ ଠିକ ହେବ । ଏଇ ଭାବନା ଏଇଥିପାଇଁ ଆସିଲା କି ଛଅ…

ଅଧିକ ପଢ଼ନ୍ତୁ
Sonara Kanvas re Setanshu

ସୋନାର କାନ୍‌ଭାସ ସେତାଂଶୁ

( ୧ ) ଜୀବନର ପ୍ରଥମ ପ୍ରେମ, ପ୍ରେମର ପହିଲି ସ୍ପର୍ଶ, ଭଲପାଇବାର ଆଦିବାକ୍ୟ… ପିଣ୍ଡରେ ପ୍ରାଣଥିବା ଯାଏ, ନାକପୁଡ଼ାରେ ନିଶ୍ୱାସ ଟିକେ ଲଟକି ଥିବାଯାଏ, କେବେ ବି ଭୁଲିହୁଏ ନାହିଁ । ପହିଲି ପ୍ରେମ ସବୁବେଳେ ସଦ୍ୟ ସତେଜ…..! ( ୨ ) ପ୍ରତିଦିନ ରାତିରେ ବିଛଣାକୁ ଗଲାପରେ ଆପେ ଆପେ ସୋନାଲିର ଆଖିପତା ବନ୍ଦ ହୋଇଯାଅ । ବନ୍ଦ ହେଇଗଲା ପରେ ତା’ ଆଖି ସାମ୍ନାରେ ଭାସି ଉଠେ ସେଇ ମୁହଁ… ତା’ ପ୍ରିୟର ହସ ହସ…

ଅଧିକ ପଢ଼ନ୍ତୁ