Om Namah Shibaya (ଓଁ ନମଃ ଶିବାୟଃ) by Akala Kushmanda ଓଁ ନମଃ ଶିବାୟଃ Post author:ଅକାଳ କୁଷ୍ମାଣ୍ଡ Post published:May 23, 2022 Post category:ଭଜନାଞ୍ଜଳି 395 views ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର ! ଓଁ ନମଃ ଶିବାୟଃ ! – ଅକାଳ କୁଷ୍ମାଣ୍ଡ Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ଅକାଳ କୁଷ୍ମାଣ୍ଡଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ମୁଖ୍ୟତଃ ସର୍ବସାଧାରଣରେ ଘଟୁଥିବା ଘଟଣା ସହତ ଜଡ଼ିତ ଥାଏ । ତାଙ୍କ ସମସ୍ତ ରଚନାଗୁଡ଼ିକ ଅନେକ ପାଠକୀୟ ଆଦୃତି ଲାଭ କରିଛି । You Might Also Like ଆସ ପ୍ରଭୁ March 24, 2019 ହୃଦୟରେ କୃଷ୍ଣ March 30, 2019 ନିବେଦନ March 24, 2019