ବାଲେଶ୍ୱର (୫ ଅପ୍ରେଲ ୨୦୨୬): ଆଜି ବାଲେଶ୍ୱର ଆଜିମାବାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ ଉନ୍ମୋଚିତ ହୋଇଯାଇଛି । ମିଶନ୍ ସକ୍ସେସ୍ଠାରେ ଆୟୋଜିତ ଅଭିଳାଷା ଓପନ୍ ମାଇକ୍ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କବୀ ଅଭିଲିପ୍ସା ପାଢ଼ୀ, ଉତ୍କଳିକା ରାଉତ ଓ ଏପି ଶୁଭକାନ୍ତ ସାମଲ । କଲେଜ ସମୟର ପ୍ରେମ କାହାଣୀ ଆଧାରରେ ଏହି ଉପନ୍ୟାସଟି ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି, ଯାହାକି ଆଗାମୀ ଦିନରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି ।
ସୂଚନା ଥାଉକି ସଂଗ୍ରାମଙ୍କର ଏହା ପ୍ରଥମ ଇଂରାଜୀ ଉପନ୍ୟାସ ଏବଂ ତାଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ ଆଗାମୀ ସପ୍ତାହରେ ଟାଇମ୍ପାସ୍ ପ୍ରକାଶନ ଦ୍ୱାରା ଉନ୍ମୋଚିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ବିଭିନ୍ନ ଯୁବ କବି ଓ ଲେଖକମାନେ ଯୋଗ ଦେଇ, ନିଜ ନିଜର ଗପ ଓ କବିତା ଉପସ୍ଥାପନା କରିବା ସହିତ ସଙ୍ଗୀତ ପରିବେଷଣ ଓ ଷ୍ଟାଣ୍ଡଅପ୍ କମେଡ଼ି ମଧ୍ୟ ପରିବେଷଣ କରାଯାଇଥିଲା । ଅଭିଳାଷା ଦ୍ୱାରା ବାଲେଶ୍ୱରରେ ଆୟୋଜିତ ଏହା ପ୍ରଥମ ଓପନ୍ ମାଇକ୍ ଥିଲା, ତେଣୁ ଯୋଗ ଦେଇଥିବା ଅତିଥି ଓ କବିମାନେ ବେଶ୍ ଉତ୍ସାହୀ ଥିଲେ ।
ବହିଟି ଆମାଜନ୍ରେ ଉପଲବ୍ଧ ଅଛି: https://amzn.to/4vdSy74
ବହିଟି ଆମାଜନ୍ କିଣ୍ଡଲ୍ରେ ଉପଲବ୍ଧ ଅଛି: https://amzn.to/4mkqfA0
English Novel “The Year She Disappeared” by Sangram Keshari Senapati Launched in Balasore
Balasore, April 5, 2026: The English novel “The Year She Disappeared” authored by Sangram Keshari Senapati was officially launched at a literary event held in Azimabad, Balasore.
The book was unveiled during the “Abhilasha Open Mic” program organized at Mission Success institute. The event witnessed the presence of noted guests including poet Abhilipsa Padhi, Utkalika Rout, and AP Shubhkant Samal.
Published by Shubhapallaba Publications, the novel revolves around a college love story and is expected to be released in the Odia language in the near future. This marks Senapati’s debut English novel, adding a new dimension to his literary journey.
The event also featured vibrant participation from young poets and writers of Balasore, who presented their stories and poems. The event included musical performances and stand-up comedy, creating an engaging cultural atmosphere.
Notably, this was the first open mic event organized in Balasore by Abhilasha, and it received an enthusiastic response from participants and attendees alike.
Meanwhile, Senapati’s upcoming Odia novel “Cigarette” is scheduled to be released next week by Timepass Publication, further highlighting his growing presence in contemporary literature.
The book is available on Amazon India: https://amzn.to/4vdSy74
The book is available on Amazon Kindle: https://amzn.to/4mkqfA0
Published News:
- OrissaDiary – English Novel “The Year She Disappeared” by Sangram Keshari Senapati Launched in Balasore (6 April 2026) – Original – Archived
- The Kalinga Chronicle – English Novel “The Year She Disappeared” by Sangram Keshari Senapati Launched in Balasore (7 April 2026) – Link
- ଓଡ଼ିଆ ବାର୍ତ୍ତା – ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ ଉନ୍ମୋଚିତ (6 April 2026) – Original – Archived
- ଓଡ଼ିଆ ବାର୍ତ୍ତା – ‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ (6 April 2026) – Original – Archived
- ସେଇଠୁ ଆରମ୍ଭ – ‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ (6 April 2026) – Original – Archived
- ଯୁଗାବ୍ଦ – ‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ (6 April 2026) – Link
- BB News (ବିଧିର ବିଧାନ) – ‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ (6 April 2026) – Original – Archived
- ଡୁମାଣୀ ଖବର – ‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ (6 April 2026) – Original – Archived
- ନୂଆ ଖବର – ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ ଉନ୍ମୋଚିତ (6 April 2026) – Original – Archived
- Daily Odisha – English Novel “The Year She Disappeared” by Sangram Keshari Senapati Launched in Balasore (6 April 2026) – Original – Archived
- The News Insight – English Novel “The Year She Disappeared” by Sangram Keshari Senapati Launched in Balasore (7 April 2026) – Original – Archived
- Fingerprint News (English) – Sangram Keshari Senapati’s English Novel The Year She Disappeared Unveiled by ‘Abhilasha’ (7 April 2026) – Original – Archived
- Fingerprint News (Hindi) – संग्राम केशरी सेनापति का अंग्रेज़ी उपन्यास ‘द इयर शी डिसअपियर्ड’ ‘अभिलाषा’ द्वारा लोकार्पित (7 April 2026) – Original – Archived
- ସକାଳ ଖବରକାଗଜ (ବାଲେଶ୍ୱର) – ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ ଉନ୍ମୋଚିତ (8 April 2026) – Original – Archived
- OdishaPlus – English Novel “The Year She Disappeared” by Sangram Keshari Senapati Launched in Balasore (8 April 2026) – Original – Archived
- TheBusinessBytes – Love, loss and lingering memories shape Sangram Keshari Senapati’s debut novel ‘The Year She Disappeared’ (9 April 2026) – Original – Archived
- Pragativadi – English Novel “The Year She Disappeared” by Sangram Keshari Senapati Unveiled in Balasore (9 April 2026) – Original – Archived
- OdishaRay – English Novel “The Year She Disappeared” by Sangram Keshari Senapati Launched in Balasore (9 April 2026) – Original – Archived
- India Whispers – English novel “The Year She Disappeared” by Sangram Keshari Senapati launched (9 April 2026) – Original – Archived
- ସସମୟ ଖବରକାଗଜ (ବାଲେଶ୍ୱର) – ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍ଡ୍’ ଉନ୍ମୋଚିତ (11 April 2026) – Original – Archived
- Indian Era – English Novel “The Year She Disappeared” by Sangram Keshari Senapati Launched (11 April 2026) – Link
Comments

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।


