ମୋ ବାପା କେମିତି

ଯେତେବେଳ କେହି ମୋତେ କୁହନ୍ତି, “ଦେଖିଲ ବାପାର ସବୁ ଗୁଣ ଆଣିଛି ଏ ଛୁଆ । ମା’ର ତ ଅବିକଳ ମୁହଁ ଛଡ଼େଇ ଆଣିଛି ସେ !”, ସେତେବେଳ ମୋତେ ଭାରି ଖୁସି ଲାଗେ । ମନରେ ଗୋଟେ ଅକୁହା ଖୁସି ଭରିଯାଏ । ଆମେ ତିନି ଭଉଣୀ; ମୁଁ ସାନ ଝିଅ । ସମସ୍ତେ କୁହନ୍ତି ବାପା ମାଆଙ୍କର ସାନ ଝିଅ କୁଆଡ଼େ ବେସି ଗେହ୍ଲା, ହେଲେ ମୋତେ ଲାଗେ ଏଇ ସବୁ ମିଛ କଥା…

ଅଧିକ ପଢ଼ନ୍ତୁ
Sridurga Janana

ଶ୍ରୀଦୁର୍ଗା ଜଣାଣ

ଆସ ମା’ ଦୁର୍ଗେ ଦୁର୍ଗତି ନାଶିନୀ ଧରା ପୃଷ୍ଠେ ଅବତରି, ହର ବଲ୍ଲଭେ ମୃଗେନ୍ଦ୍ର ବାହିନୀ ମର୍ତ୍ତ୍ୟାବସ୍ଥା ଅନୁସରି ॥ ପ୍ରତିବର୍ଷ ପରି ଚଲିତ ବର୍ଷର ନୁହଁଇ ତ ଉପଯୁକ୍ତ, ଚାଇନା ଭୂମିରୁ ଦର୍ଦ୍ଦାନ୍ତ ଅସରୁ କରୋନା ଭୂତ ଆଗତ ॥ ଦ୍ୱିସହସ୍ର ବିଂଶ ଅତ୍ୟନ୍ତ ବିମର୍ଷ କରୋନା ରାକ୍ଷସ ଲାଗି, ସମଗ୍ର ସଂସାର ଅତୀବ କାଗତ ନିଜ ପ୍ରାଣରକ୍ଷା ଲାଗି ॥ ଯେତେ ଦେବାଦେବୀ ଦରଶନ ବିଧି ପୂଜାପାର୍ବଣମାନ, ସମ୍ପୂର୍ଣ୍ଣେ ବ୍ୟାହାତ କିମ୍ବା ସଂକୁଚିତ କୋଭିଡ୍-୧୯…

ଅଧିକ ପଢ଼ନ୍ତୁ
Rani Hara

ରାଣୀହାର

ତା’ ସୃଷ୍ଟିକୁ ନେଇ ସେ ସନ୍ତୁଷ୍ଟ କରିନାହିଁ କେବେହେଲେ ଆପତ୍ତି ଅଭିଯୋଗ କହିନାହିଁ କେବେହେଲେ ବେସନ, ହଳଦୀ, ଚନ୍ଦନ ମାଖି ଯା’ ଯାବତୀୟ ପ୍ରସାଧନ ! ସାଇକେଲ ଦେବା କାଳରୁ କୋଳକୁ ଭିଡ଼ିଆଣି ବହେ ଗେହ୍ଲା କରି କହିଥିଲା, “ଗଢ଼େଇଦେବି ରାଣୀହାର” ତଳେ ପଡ଼ିଗଲେ ଗୋଟେଇନେଇ ଧୂଳି ମାଟି ଝାଡ଼ିଦେଇ କରୁଥିଲା ପାଦ ଖସିଲା ଆକଟ, ଝିଅ ଘିଅ ! ନିନ୍ଦା ଅପବାଦର ଭୟ ଯଦିଓ ତାକୁ ବି ଥିଲା ତଥାପି ଶିଖାଇଲା ଚାଲି ନିଜ ଗୋଡ଼ରେ…

ଅଧିକ ପଢ଼ନ୍ତୁ
Badama

ବଡ଼ମା

ଫେବୃଆରୀ ମାସର ଶୀତୁଆ ସକାଳ, ବରଫ ଗଦା ଭିତରକୁ ଝରକା କାଚଆଡ଼ୁ ଚାହିଁ ରହିଥିଲା ଶୈଳଜା । ରାତିର ଗଦାଏ ବାସନକୁ ଧୋଇବାକୁ ପଡ଼ିବ । ଗ୍ଲୋଭ୍‌ସ୍ ଦୁଇଟାକୁ ପିନ୍ଧି ପକେଇଲା ସେ ଚଞ୍ଚଳ ଚଞ୍ଚଳ । ବାସନଧୋଇବା ମେସିନଟାର କ’ଣହେଇଛି କେଜାଣି, ଜମା ଛାଡ଼ୁନି ଅଁଇଠାଗୁଡ଼ାକ । ଝରକା କାଚରୁ ବାହରଟା ଲାଗୁଥିଲା ପରୀରାଇଜ ଭଳି । ଧଳା ମଖମଲିଚାଦରଟେ ଯେମିତି କିଏ ବିଛେଇ ଦେଇଛି । ଛୁଆ ସୂର୍ଯ୍ୟଙ୍କ କିରଣରେ ଲୋଭନୀୟ ଦେଖା ଯାଉଥିଲା…

ଅଧିକ ପଢ଼ନ୍ତୁ
Maa Maa

ମାଆ ମାଆ

ପ୍ରଥମ ପରଶେ ଯା’ର ପୁଲ୍ଲକିତ ହିଆ, ବକ୍ଷକୁ ଜାବୁଡ଼ି ଧରି ଦେଖିଲି ଦୁନିଆ । ବକ୍ଷାମୃତ ପିଇ ଡାକ ଦେଲି କୁଆଁ କୁଆଁ, କାହାକୁ ଜାଣିନଥିଲି ଥିଲି ନୂଆଁ ନୂଆଁ । ଚିହ୍ନାଇଲ ହେ ମା’ ଦୁର୍ଗା ଇଏ ତୋ’ର ମାଆ… ଇଏ ତୋ’ର ମାଆ, ଯା’ର ଛାଇ ତଳେ ରହି ଦେଖିବୁ ଦୁନିଆ । ପ୍ରତିବର୍ଷ ମାଆ ମୋର ଦୂର୍ଗାପୂଜା କରେ, ଘରେ ପୂଜା କରେ ପୁଣି, କରେ ମଣ୍ଡପରେ । ବୁଲାଇ ବୁଲାଇ ଆଣେ…

ଅଧିକ ପଢ଼ନ୍ତୁ