Odia Story Bhinna Eka Sabitri (ଭିନ୍ନ ଏକ ସାବିତ୍ରୀ) by Arabinda Kumar Gupta

ଭିନ୍ନ ଏକ ସାବିତ୍ରୀ

ଚାରିମାସ ପୁର୍ବରୁ ସତିଆ ତେଲେଙ୍ଗାନାକୁ ଦାଦନ ଖଟି ଆସିଥିଲା କୋରୋନାର ପ୍ରଥମ ଲହରୀ ପରେ ପରେ, ଝାଟିମାଟି କୁଡ଼ିଆ ଘରେ ବୃଦ୍ଧ ମାଆବାପା, ଦୁଇ ଛୁଆ ଓ ସାବିକୁ ଛାଡ଼ି । କଣ୍ଟ ଥିଲା ସାବିତ୍ରୀ ବ୍ରତକୁ ଆସିବ ବୋଲି, ରାସନ୍ ଚାଉଳ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବ୍ୟବସ୍ଥା କରି ବିଦାୟ ନେଇ । ଏପଟେ ସାବି ପରିବାରର ଅନ୍ୟ ଯାବତୀୟ ଖର୍ଚ୍ଚ ଭରଣା ପାଇଁ ପାଖ ପଡ଼ିଶାଘରେ ପାଇଟିକରି ସୁଖଦୁଃଖରକରି ଚଳେଇ ନେଉଥାଏ ।…

ଅଧିକ ପଢ଼ନ୍ତୁ
Odia Poem Khojuchhi Mun Nijaku (ଖୋଜୁଛି ମୁଁ ନିଜକୁ) by Binay Kumar Das

ଖୋଜୁଛି ମୁଁ ନିଜକୁ

ଦୁନିଆ ଭିଡ଼ରେ ହଜି ଯାଇଥିଲି ଏବେ ମୁଁ ନିଜକୁ ଖୋଜୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୦। ଯିଏ କହୁଥିଲା ଦେବରେ ଆନନ୍ଦ ସିଏ ନେଲା ସବୁ ଛଡ଼େଇ ନିଃସ୍ୱ କରି ମୋତେ ଦୁନିଆ ହାଟର ମଝିଦାଣ୍ଡେ ଦେଲା ଗଡ଼େଇ ପରାଜିତ ଏକ ସୈନିକ ପରି ମୁଁ ବଞ୍ଚିବା ପାଇଁକି ଯୁଝୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୧। ଭଲପାଇବାଟା ସ୍ୱର୍ଗୀୟ ବିଭବ ଯିଏ କହିଥିଲା…

ଅଧିକ ପଢ଼ନ୍ତୁ
Odia Article on Prabhu Jagannatha nka sola kala (ପ୍ରଭୁ ଜଗନ୍ନାଥଙ୍କ ଷୋଳକଳା) by Madhusmita Mohapatra

ପ୍ରଭୁ ଜଗନ୍ନାଥଙ୍କ ଷୋଳକଳା

ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା । ଦ୍ୱିତୀୟ କଳା – ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା । ତୃତୀୟ କଳା – ବିଦ୍ୟା : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା । ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା । ପଞ୍ଚମ କଳା –…

ଅଧିକ ପଢ଼ନ୍ତୁ
Odia Poem Kalankita Kaliyuga (କଳଙ୍କିତ କଳିଯୁଗ) by Rudra Narayan Panigrahi

କଳଙ୍କିତ କଳିଯୁଗ

କଳିରୁ ହିଁ ସୃଷ୍ଟି ଯୁଗ ତାଟ ଏହି ନାଁ ପୁଣି କଳିଯୁଗ । କଳଙ୍କିତ ହୋଇ ଚାଲିଥାଏ ସଦା ଧର୍ମର ଘୋର ଅଭାବ ॥ ଜୀବଙ୍କ ଭିତରେ ସର୍ବଶ୍ରେଷ୍ଠ ବୋଲି ମାନବ ଜାତିଟା ମହାନ । କଦର୍ଯ୍ୟ ପ୍ରକୃତି କଳୁଷିତ ମନ ନିଜକୁ କରୁଛି ହୀନ ॥ ବିପଦେ ପଡ଼ିଲେ ସଚେତନ ହେବା ଅଟେ ଆଜିର ନୀତି । କାମ ସରିଗଲେ ଭୁଲି ଯିବାଟା ତ ଏହି ମଣିଷର ପ୍ରକୃତି ॥ ଅଭାବ ପଡ଼ିଲେ ଈଶ୍ୱର ପ୍ରାର୍ଥନା…

ଅଧିକ ପଢ଼ନ୍ତୁ
Odia Story Parents Day (ପ୍ୟାରେଣ୍ଟସ୍ ଡେ) by Krishan Sau

ପ୍ୟାରେଣ୍ଟସ୍ ଡେ

“ମରି ଯଆନ୍ତୁ, ମରିଗେଲ କିଛିବି ଅସୁବିଧା ହେବନାହିଁ” ଏହି କଥା ପଦକ ଶୁଣିଥିଲି ସେହି “ପ୍ୟାରେଣ୍ଟସ୍ ଡେ” ଦିନ ସାହୁ ବାବୁଙ୍କ ମୁଁହରୁ । ସାହୁ ବାବୁ ହେଉଛନ୍ତି କଟକର ରାଣୀହାଟର ବାସିନ୍ଦା । ପେଶାରେ ଜଣେ ଗାଡ଼ି ଚାଳକ । ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅଝିଅ ତିନିଜଣ ଓ ବୃଦ୍ଧ ବାପା । ଆଉ ଏକ ସଦସ୍ୟ ମଧ୍ୟ ଅଛି, ସେ ହେଉଛି ତାଙ୍କ ମିଟୁ । ପିଲାମାନଙ୍କ ଖାଇବାପିଇବା ସହ ମିଟୁର ଖାଇବାପିଇବା…

ଅଧିକ ପଢ଼ନ୍ତୁ