Odia Poem Au Nai Bela (ଆଉ ନାହିଁ ବେଳ) by Rajendra Sagaria

ଆଉ ନାହିଁ ବେଳ

ଭୁଲି ଯିବି ବୋଲି ଯେବେ ମୁଁ ଭାବେ ଏତେ ବିଚଳିତ ତମେ କର କାହିଁ ପାଇଁ ବାସ୍ତବ ଦୁନିଆରେ ରହିଛ ଅନେକ ଦୂରେ ସପନରେ ବିଚଳିତ କର ଆପଣାଇ । ଲୋଡ଼ା ନାହିଁ ମୋତେ ପ୍ରେମର ପ୍ରଭାବ ଏ ଦେହ ଆଉ ସହି ନପାରୁଛି ଆଉ ନାହିଁ ସାମର୍ଥ୍ୟ ସେ ପଥେ ଚାଲିବାରେ ମୁଁ ଅନ୍ୟ କାହା ସାହାରାରେ ଚାଲୁଛି । ନିଶ୍ୱାସ ଅଛି ସତ ହେଲେ ଏ ଦେହେ ପ୍ରାଣ ନାହିଁ ବରଷା ହୋଇ ଯେତେ…

ଅଧିକ ପଢ଼ନ୍ତୁ