Chakshu Bandhani

ଚକ୍ଷୁ ବନ୍ଧନୀ

ଏତେ ସବୁ କୁହୁକ କେମିତି ହୁଏ, ତୁମେ ସାଥିରେ ଥିଲେ ସତରେ ସାରା ସଂସାର, ଅଲଗା ଅଲଗା ଲାଗେ ଥୁଣ୍ଟା ଗଛରେ ବି, ଜମୁନାର କଦମ୍ବ ମହକ ଆସେ । ତୁମ ମିଠା ମିଠା ସୁଗନ୍ଧରେ ପବନ, ଚହକି ମହକି ଯାଏ, ଅମା ଅନ୍ଧାର ରାତିରେ ବି, ଚାନ୍ଦିନୀର ମିଠା ପ୍ରହେଳିକା, ଜୋଛନାର ଚାଦରରେ ଢାଙ୍କିଦିଏ ବନ ଉପବନେ ମୂରଲୀର ଝଙ୍କାର ଶୁଭିଯାଏ, ମିଳନର କେଉଁ ଏକ ରାଗ, ସତେ ଅବା କିଏ ଗାଇଯାଏ । ଘୋର…

ଅଧିକ ପଢ଼ନ୍ତୁ
Prema Saptaha

ପ୍ରେମ ସପ୍ତାହ !

ହେ ଗୋଲାପ ଆଜି ନା ତୁମେ ଅତୀବ ସତେଜ, ହେଲେ କାଲି, କାଲି ନଥିବ ଏ ତେଜ ପାଖୁଡ଼ା ପାଖୁଡ଼ା ଥିବ ଇତସ୍ତତଃ ଆଉ ନିସ୍ତେଜ ।। ହେ ପ୍ରିୟତମା ଆଜି ତୁମକୁ ଏ ସପ୍ରେମ ପ୍ରେମ ନିବେଦନ ଚକଲେଟ୍ ଟେଡିରେ ମୋହିବି ମନ ପ୍ରତିଶୃତି ଦେଉଛି ତୁମେ ହିଁ ମୋ ଜୀବନ ଆଉ ତା’ ପରେ, ଆଲିଙ୍ଗନ ଆଉ ଆଙ୍କି ଦେବି ଚୁମ୍ବନ, ହେଲେ କାଲି, କାଲି ନଥିବ ଏ ମିଥ୍ୟା ଆଉ ପ୍ରହସନ ଥିବ…

ଅଧିକ ପଢ଼ନ୍ତୁ
Prathama Prema

ପ୍ରଥମ ପ୍ରେମ

ତୁମ ପ୍ରେମର ଝରଣା ଥିଲା ମୋ ପାଇଁ ଅପହଞ୍ଚ ଜହ୍ନ ପରି କିନ୍ତୁ ତା’ର ଅନୁଭବ ଏ ହୃଦୟରେ ଫୁଟିଛି ଆଜି । କେତେ ରାତି ସପନେ ଦେଖିଛି ଚିହ୍ନା ଅଚିହ୍ନା ମୁହଁ ତୁମ ମୁଖ ଦର୍ଶନ କେବେ ପାଇ ନଥିଲି ଜାଣିନଥିଲି ପ୍ରେମର ସାଗରେ ମୁଁ ବି ବୁଡ଼ିଯିବି ତୁମର ସ୍ପର୍ଶ ପାଇଁ ଦିନେ ବ୍ୟାକୁଳ ହୋଇଉଠିବି । ହଁ ହୃଦୟର ସ୍ପନ୍ଦନ ମୋ ସ୍ପନ୍ଦିତ ହେଉଛି କେବଳ ତୁମରି ପାଇଁ ନୟନ ଖୋଜି ଚାଲିଛି…

ଅଧିକ ପଢ଼ନ୍ତୁ
Rose Day

ରୋଜ୍ ଡେ

ଗୋଲାପଟେ ଆଣିଛି ମୁଁ ମୋର ସଙ୍ଗିନୀକୁ ଦେବି ମନ ଉପବନ ଉପତ୍ୟକାର ବଗିଚା ସେଇଠୁ ଆଣିଛି ମୁଁ ଯେ ହରଷେ ତୋଳି ମୋ ସଙ୍ଗିନୀକୁ ଦେବି ବୋଲି କେତେ ଯେ ମୋ ଉଲ୍ଲାସ ଆଜି ମୋ ମନରେ ଖେଳୁଛି ଗୋଲାପକୁ ଧରି ମୁଁ ଯେ ତା’ କଥା ଭାବୁଛି ପ୍ରତିଟି ପାଖୁଡାରେ ମୁଁ ଯେ ତାକୁ ହିଁ ଦେଖୁଛି ତାର ଛବି ଗୋଲାପରେ ଢଳ ଢଳ ଦିଶେ ସତେକି ଗୋଲାପର ରାଣୀ ସିଏ ଗୋଲାପ ନନ୍ଦିନୀ ଗୋଲାପ…

ଅଧିକ ପଢ଼ନ୍ତୁ
E Kemitika Prema

ଏ କେମିତିକା ପ୍ରେମ

ପ୍ରେମକୁ କୁହାଯାଏ ଶାଶ୍ୱତ, ସତ୍ୟ ଓ ପବିତ୍ର । ପ୍ରେମ ଦୁନିଆରେ ଏପରି ଏକ ଜିନିଷଟିଏ ଯାହା ପାଖରେ ରହିଛି ବିଶ୍ୱକୁ ପରିବର୍ତ୍ତନର ଶକ୍ତି । ହଁ ଏହା ଠିକ ଯେ ଆଜିର ଆଧୁନିକ ଯୁଗରେ ବଦଳିଯାଇଛି ପ୍ରେମର ମାନ, ବଦଳିଛି ପ୍ରେମର ରୂପ ଓ ପବିତ୍ରତା ମଧ୍ୟ । କିଛି ଭୁଲ କହୁଛି କି??? ଟିକେ ତର୍ଜମା କରିବାକୁ ତ ପଡ଼ିବ । ଆଜିର ଏ ପ୍ରେମ କେବଳ ଖେଳଣା ପରି; ଯିଏ ପାରୁଛି ଖେଳୁଛି…

ଅଧିକ ପଢ଼ନ୍ତୁ