Teddy Day

ଟେଡି ଡେ: ରାଧିକା

-ଧନବାଦର ଓଜନ ଗାଲେରିଆ ମଲରେ ଛିଡା ହେଇ ତମେ ସବୁଠୁ ଉଚ୍ଚା ଟେଡିକୁ ଦେଖି ଖୁସିରେ ଆତ୍ମହରା ହେଇ ଦେଖିଲା ବେଳେ, ମୁଁ ମୋ କଥା କୁହା ଟେଡିକୁ ଦେଖୁଥାଏ ଏକା ଲୟରେ । -ସକେଇ ହେଲ ମୋ ପାଖରେ ଆଉ କହିଲ “ଏଇ…ମୁଁ କୁଆଡେ ମୋଟି ହେଇଯାଇଛି?” ଆଉ ମୁଁ କହିଲି “ରାଧିକା…ମତେ ବାର୍ବୀ ଡ଼ଲ ନୁହେଁ ଟେଡି ବିଅର ପସନ୍ଦ”। ସେଇଠି ହିଁ ଝରିଥିଲା ତୁମ ଓଠର ଧିମା ଧିମା ଝୁମା ଝୁମା ହସ…

ଅଧିକ ପଢ଼ନ୍ତୁ
Premara Paribhasa

ପ୍ରେମର ପରିଭାଷା

ବହୁତ ଦିନ ହେଲା ମନଟା ଭାରାକ୍ରାନ୍ତ ହୋଇ ରହୁଛି, ଆଜି କ’ଣ ଉଠିବାକୁ ଇଚ୍ଛା ହେଉନାହିଁ, ଥକା ଲାଗୁଛି; କ’ଣ ହେଲା? ସ୍କୁଲ୍ ଛୁଆ ସବୁ ପାଟି କରୁଛନ୍ତି କ’ଣ କେତେ ସମୟ ହେଲାଣି ଦେଖେ ତ, ଆରେ ଏ କ’ଣ ୧୧ଟା ବାଜିଲାଣି ! ଓଃ ଆଜି ଝିଅର ସ୍କୁଲ୍‌ରେ ମିଟିଂ ଥିଲା ୯:୩୦ ସମୟରେ । ଗଲା; ଆଜି କ’ଣ କି?? ଓଃ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି, ମୋର ତ କେହି ନଥିଲେ…

ଅଧିକ ପଢ଼ନ୍ତୁ
Chocolate-day-1st-meet

ଚକଲେଟ୍ ଦିବସ ! ପ୍ରଥମ ଦେଖା…

ସହରର ଏକ ପାର୍କରେ ଏକୁଟିଆ ବସି ବାରମ୍ବାର ନିଜ ମୋବାଇଲ ଆଉ ପାର୍କର ପ୍ରବେଶ ପଥକୁ ଅନେଇ ବସିଥାଏ ରାଜ୍ୟର ସବୁଠୁ ପ୍ରତିଭାବାନ ଯୁବ ମହିଳା ଆଥଲେଟ୍ ଖୁସି । ବୟସ ଅଠର ଉଣେଇଶ ହେବ; ମାତ୍ର ଏ ବୟସରେ ବି ରାଜ୍ୟ ପାଇଁ ଅନେକ ଗୈାରବ ଆଣି ଦେଇଥିଲା ଖୁସି । ଆଖିରେ ଅନେକ ସ୍ୱପ୍ନ, ତାହାର ଆଦର୍ଶ ମେରିକମ୍ ଭଳି ହେବ । ପ୍ରିୟ, ସାଧାରଣ ପ୍ରଶଂସକରୁ ଖୁସିକୁ ଅତି ନିଜର ହୋଇ ସାରିଥିଲା,…

ଅଧିକ ପଢ଼ନ୍ତୁ
Ea Ki Prema

ଇଏ କି ପ୍ରେମ

ଚକୋଲେଟ୍ ତତେ ଦେବିନାହିଁ ପ୍ରିୟା ମନାକରିଛି ମୋ ବୋଉ ଚକୋଲେଟ୍ ତତେ ଦେଇଦେଲେ କାଳେ ତୁ ଦେଖାଇବୁ ମୋତେ ଭାଉ ମାନିଲି ନାହିଁ ମୁଁ ବୋଉର କଥା ତୋ ପ୍ରେମରେ ଗଲି ଭାସି ଜାଣି ମୁଁ ନଥିଲି ଅଧା ବାଟରେ ତୁ ଦେଇଦେବୁ ମୋତେ ଫାଶୀ । ଗୋଲାପ ଦିବସ ମୋ ସାଥେ ପାଳିଲୁ ପ୍ରେମ ନିବେଦନ ମୋତେ ବି କରିଲୁ ହେଲେ କହିକି ପାରିବୁ ମୋତେ ମୋ ସହ କାହିଁକି ଛଳନା କରିଲୁ କେଉଁ ଦୋଷେ…

ଅଧିକ ପଢ଼ନ୍ତୁ
Prema

ପ୍ରେମ

ସକାଳ ସୁରୁଜେ ଦେଖିଛି ପ୍ରେମକୁ ଦେଖିଛି ମୁଁ ନଦୀ କୂଳେ, କେଡ଼େ ପବିତ୍ର ଯେ ରୂପଟି ତାହାର ହଜି ନାହିଁ କାଳ ବଳେ । ଦେଖିଛି ପ୍ରେମକୁ ସାଗର ବୁକୁରେ ଦେଖିଛି ମୁଁ ଆକାଶରେ, ବସନ୍ତ ଋତୁର ସେ ଛୁଆଁରେ ଦିନେ ରହିଥିଲା ହୃଦୟରେ । ଆସିଥିଲା ପ୍ରେମ ଧାନ କିଆରିରୁ କାଦୁଅ ପଙ୍କର ବିଲେ, କହିଦେଇ ଗଲା ଆସି କେତେକଥା ଆଜି ତାକୁ ଖୋଜିବୁଲେ । ଦେଖିଥିଲି ତାକୁ ସେ ଜହ୍ନ ରାତିରେ ଶାନ୍ତ ଜୋତ୍ସ୍ନାର…

ଅଧିକ ପଢ଼ନ୍ତୁ