Abujha Mana by Soumyashree Tripathy

ଅବୁଝା ମନ

ଅମାନିଆ ଲୁହ ମୋର ବୋହି ଯାଉଛି ତୁମ ଅପେକ୍ଷାରେ… କ’ଣ କହି ବୁଝେଇବି ତାକୁ ଥରେ କହିଦିଅ ତୁମେ ମୋତେ । ମରୁଭୂମିର ଆକୁଳ ତୃଷ୍ଣା ଝୁରିଥାଏ ଯେପରି ଶ୍ରାବଣକୁ, ସେହିପରି ମୋ ମନ ଝୁରୁଛି ତମର ସେ ମଧୁଝରା ହସକୁ । ନିଜକୁ ଲାଗୁଛି ଆଜି ମୁଁ କାହିଁ ନିଜେ ଅଜଣା, ଭୁଲିଯାଇଛି ବୋଧେ ମୁଁ ନିଜକୁ ପାଇବାକୁ ତୁମ ପ୍ରେମର ପାଉଣା । ସମସ୍ତେ କୁହନ୍ତି ତୁମେ ଯେ କଳଙ୍କର ଚିହ୍ନ କିନ୍ତୁ ତୁମେ…

ଅଧିକ ପଢ଼ନ୍ତୁ
Akuha Prema - ଅକୁହା ପ୍ରେମ

ଅକୁହା ପ୍ରେମ

ସେତେବେଳେ ଫୋନ ନଥିଲା ବୋଲି ସ୍କୁଲ ଛୁଟି ପରେ ଗାଁ ମୁଣ୍ଡ ବର ଗଛ ପାଖରେ ସବୁଦିନ ଅପେକ୍ଷା କରେ ସତ୍ୟ । ସେମିତି ଚୁପ ଚାପ ହୋଇ ଗୋଟେ କଣକୁ ଆଉଜି ଠିଆ ହୋଇ ରହିଥାଏ ତା’ ମେଘାର ଆସିବା ବାଟକୁ ଚାହିଁ । କେବେ ମୁହଁ ଖୋଲି ଭଲ ପାଏ ବୋଲି କହିବାର ସାହସ ନଥିଲା ତା’ ଭିତରେ । ମେଘା ସ୍କୁଲର ସବୁଠୁ ମେଧାବୀ ଛାତ୍ରୀ; ପାଠ ପରି ଶାଠରେ ବି ବହୁତ…

ଅଧିକ ପଢ଼ନ୍ତୁ