ଆମେ ଆଧୁନିକ ମଣିଷ

ଆମେ ଆଧୁନିକ ମଣିଷ

ଆମେ ଆଧୁନିକ ମଣିଷ, ଏକ ବିଂଶ ଶତାବ୍ଦୀର, ଆମେ ଗଢ଼ିବାକୁ ସକ୍ଷମ, ଆମ ଭବିଷ୍ୟତ ନିଜର । ଆମେ ନହୁଁ କହା ଉପରେ ନିର୍ଭରଶୀଳ, ବ୍ୟସ୍ତ ଆମେ ସଦା, ନାହିଁ ଆମପାଶେ ବେଳ । ଆମେ ଦୁଇ ଆମର ଏକ, ପରିବାର ଆମ ଭାରି ଛୋଟ, ବାପାମାଆ ରହନ୍ତି ଗାଆଁରେ, ହୁଏନା ତାଙ୍କ ସହ ଭେଟ । ଗାଆଁରେ ରହିବାକୁ ଭଲଲାଗେ ନା ଆମକୁ, ଆମେ ଆପଣେଇ ନଉ ସହରି ସଭ୍ୟତାକୁ । ଆମେ ଭଲ ପାଉନା…

ଅଧିକ ପଢ଼ନ୍ତୁ
ଅଧା ପାଗଳର କମାଲ୍ କଥା

ଅଧା ପାଗଳର କମାଲ୍ କଥା

ଏଇ ଦିନ ୧୧ଟା ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍‌ରେ ବସିପଡ଼ିଲା । ମୁଁ ପଚାରିଲି, “କ’ଣ ଆଉ ସବୁ ଭଲ ତ?” ଉତ୍ତରରେ ସେ କହିଲା, “ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।” ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାଏ । ଶୀତ ଦିନ…

ଅଧିକ ପଢ଼ନ୍ତୁ
କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା ହୀନମନ୍ୟତାର ସିମେଣ୍ଟ ବୁହାଯାଇ ସଭ୍ୟ ସମାଜର ନିର୍ମାଣ କରାଯାଏ ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ ତା’କୁ ମୁଁ ମୋର ସମାଜ କହେ । ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ ତା’କୁ ମୁଁ ମୋର ସମାଜ କହେ । ନାରୀ ସେ ନାରାୟଣୀ,…

ଅଧିକ ପଢ଼ନ୍ତୁ
ସଙ୍କୁଚିତ

ସଙ୍କୁଚିତ

ଫୋନରେ ବୋଉ କହୁଥିଲା,”ମୁଁ ଭୁବନେଶ୍ୱର ଆସିବା ବର୍ଷେ ପାଖାପାଖି ହେଲାଣି । ତତେ ବେଳ ମିଳୁନି ମତେ ଥରେ ଆସି ଦେଖା କରିବା ପାଇଁ?” ସୁଧୀରକୁ ଟିକିଏ ଅଧୈର୍ଯ୍ୟ ଲାଗିଲା । କହିଲା, “ବୋଉ ତୁ ଜାଣିଛୁ କଳିଙ୍ଗ ବିହାରରୁ ଲିଙ୍ଗିପୁର କେତେ ବାଟ? ମୋ ସାଙ୍ଗରେ ତ ପ୍ରତି ଦଶ ପନ୍ଦର ଦିନରେ କଥା ହେଉଛୁ । ଭିଡିଓ କଲରେ ତ ତୁ ମତେ ଦେଖୁଛୁ, ମୁଁ ତତେ ଦେଖୁଛି ।” ତା’ କଥା ନ…

ଅଧିକ ପଢ଼ନ୍ତୁ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ

ବାପାମାଆ ଆଉ ଜେଠେଇ ହଠାତ ଅଁଳା ନବମୀରେ ଆମ ଘରକୁ ଆସିବାର ଥାଏ । – “ଅଁଳା ନବମୀ ଦିନ ବାପାମାଆ ଆସୁଛନ୍ତି ।” – “ଆଛା, ଏକା ଆସିବେ ନା କ’ଣ?” “ନା ନା, ମିକୁନ ଗାଡ଼ି ନେଇ ଆସୁଛି । ମାଆଙ୍କର ବଡ଼ଓଷା ବ୍ରତ ଉଜ୍ଜାପନ କରିବାର ଅଛି ତ, ସେଇପାଇଁ ସମସ୍ତେ ଆସିବେ ।” ସ୍ୱାମୀ ଯଦିଓ ମୋ ଘର ଲୋକଙ୍କ ସହ ଖୁବ ମେଳାପୀ କିନ୍ତୁ ମୋ ଘର ଲୋକ ଆସିଲେ…

ଅଧିକ ପଢ଼ନ୍ତୁ