Anira Rosei Ghara - Book Review

ପୁସ୍ତକ ସମୀକ୍ଷା: ଆନିର ରୋଷେଇଘର

ନିଉଟନଙ୍କ ପ୍ରଥମ ନିୟମ କହେ ଯେ, “ଯେଉଁ ପର୍ଯ୍ୟନ୍ତ କୌଣସି ବାହ୍ୟ ଶକ୍ତିର ପ୍ରଭାବ ନ ପଡ଼ିଛି ସେ ଯାଏଁ ସ୍ଥିର ବସ୍ତୁ ସ୍ଥିର ରହେ ଓ ଗତିଶୀଳ ବସ୍ତୁ ଗତିଶୀଳ । ଆନିର ରୋଷେଇଘର ଉପନ୍ୟାସ ବି କିଛି ସେହିଭଳି ହେଇଛି । ଥରେ ପଢ଼ିବା ଆରମ୍ଭ କଲେ ଆପଣ ଗୋଟେ ପରେ ଗୋଟେ ପୃଷ୍ଠା ପଢ଼ି ଚାଲିବେ, ଭାବୁଥିବେ ଏଇଠି ରଖିଦେଇ ନିଜର କିଛି କାମ କରିଦେବି କିନ୍ତୁ ପାରୁନଥିବେ । ମୋର ଅବସ୍ଥା କିଛି ସେଇଭଳି ହେଇଛି ।…

ଅଧିକ ପଢ଼ନ୍ତୁ
ShreeRadha

ଶ୍ରୀରାଧା

ପ୍ରସ୍ତାବନା ଦିନାଙ୍କ ୪-୧୨-୨୦୧୮ରେ ଟୁଇଟରରେ ନବଗୁଞ୍ଜର (୧) (ଯାହା ବିଷୟରେ କେବଳ ସାରଳା ଦାସଙ୍କ ମହାଭାରତରେ ହିଁ ଉଲ୍ଲେଖ ଅଛି) ବିଷୟରେ ଆଲୋଚନା ବେଳେ ବନ୍ଧୁ ଆଶୀଷ କୁମାର ନାୟକ (@ashishkumar_tw) ତାଙ୍କ ସ୍ୱ-ଧଳାପଟାରେ ଲିଖିତ ଓଁ-କାର ଲିପିର ଉଦ୍ଗମସ୍ଥଳ ଓଡ଼ିଶା ବୋଲି (୨) କହିବା ସହ ରାଧା ନାମର ଉଦ୍ଗମସ୍ଥଳ ବି କବି ଜୟଦେବଙ୍କର ଗୀତ- ଗୋବିନ୍ଦ ବୋଲି କହିଥିଲେ । ସେହି ବାର୍ତ୍ତାଳାପର ଖିଅକୁ ଆଧାର କରି ମୋର ରାଧାଙ୍କୁ ବିଭିନ୍ନ ସାହିତ୍ୟ, ପୁରାଣରେ ଖୋଜିବା…

ଅଧିକ ପଢ଼ନ୍ତୁ
Jibanara Mahatwa

ଜୀବନର ମହତ୍ତ୍ୱ

ନିତିଦିନିଆ ଜୀବନରେ ଆମେ ଆନେକଙ୍କ ସହ ସାକ୍ଷାତ କରିଥାଉ ମାତ୍ର ତାଙ୍କର ମହତ୍ତ୍ୱ ଆମେ ଜାଣିପାରି ନଥାଉ । ଜୀବନଠୁ କାହାକୁ ଆମେ ଦୁରେଇ ଦେଲେ କିମ୍ବା ଆମଠାରୁ କିଏ ଦୂରେଇ ଗଲାପରେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ତାଙ୍କର ମହତ୍ତ୍ୱ ଜାଣିପାରିଥାଉ । ଦୁଇପଦ ମଧୁର କଥା କହିଲେ ଆମେ ଆମର ଅସ୍ତିତ୍ୱ ହରାଇନଥାଉ ମାତ୍ର ଯଦି ସେହି ମୁଖରୁ ବାହାରୁଥିବା ଶବ୍ଦ କଟୁରେ ପରିଣତ ହୋଇଯାଏ ତାହାଲେ ଅନ୍ୟମାନଙ୍କ ମନରେ ବହୁତ କଷ୍ଟ ଦେଇଥାଏ । ନିଜ ଜୀବନଲୁ ଉତ୍ସର୍ଗ…

ଅଧିକ ପଢ଼ନ୍ତୁ
Apahancha Gaon ra Chitra

ଅପହଞ୍ଚ ଗାଆଁର ଚିତ୍ର

ବନ୍ଧୁ ଜଣେ ପ୍ରଶ୍ନ କରିଲେ, “ତୁମେ ଗାଆଁକୁ କାହିଁକି ଏତେ ଭଲ ପାଅ? କ’ଣ ଅଛି ସେ ଧୂଳି ଧୂସରତର ଗାଆଁରେ? ଦେଖ ଟିକେ ଏହି ସହରକୁ କେତେ ଆଡ଼ମ୍ୱରର ଜୀବନ । କ’ଣ ଅଛି ସେ ଗାଆଁରେ?” ବନ୍ଧୁ ଜଣଙ୍କ ପ୍ରଶ୍ନ ଶୁଣି ମୁଁ ମୁରୁକି ହସିଦେଲି ଅନିଚ୍ଛା ସତ୍ତ୍ୱେ । କେଉଁଠୁ ଆରମ୍ଭ କରିବି କେଉଁଠି ଶେଷ କରିବି । କେମିତି ଆଙ୍କିବି କୁହ ସେ ଗାଆଁର ଚିତ୍ରକୁ ତୁମ ମନ ଭିତରେ । ରଙ୍ଗତୂଳୀ ତ ଅଛି ହେଲେ…

ଅଧିକ ପଢ଼ନ୍ତୁ
Byabhicharini

ବ୍ୟଭିଚାରିଣୀ

ରବିବାରଟା ଛୁଟି ବୋଲି ଯୋଉ ମହାପୁରୁଷମାନେ କହି ଯାଇଛନ୍ତି ସେମାନେ କେବେ ବି ବାହା ହେଇନଥିବେ । ବାହା ହବା ଲୋକମାନଙ୍କ ପାଇଁ ଯଦି କେବେ କୌଣସି ସମ୍ୱିଧାନଟିଏ ତିଆରି କରାଯାଏ ସେଥିରେ ମୌଳିକ ଅଧିକାରରୁ ଛୁଟିକୁ ନିଶ୍ଚୟ ବାଦ୍ ଦିଆଯାଇଥିବ । ମୁଁ ଯେମିତି କାଲିଠୁ ଭାବିକି ରଖିଥିଲି ଆଜି ରବିବାର ଖାଲି ସକାଳୁ ଖାନ୍ ଚାଚା ପାଖରୁ ଖାସି ମାଂସ ଅଧକିଲେ ଆଣି ମାମୁନୀଙ୍କୁ ଧରେଇ ଦେବି, ବାସ୍ ଦିନ ଯାକ ଲମ୍ୱ ହେଇ ଶୋଇ କ୍ରିକେଟ…

ଅଧିକ ପଢ଼ନ୍ତୁ