ଗୁରୁ ବନ୍ଦନା
ଅଜ୍ଞାନତା ଅମା ଅନ୍ଧାର ଭିତରେ ଜ୍ଞାନର ଜ୍ୟୋତି ଜଳାଏ, ଅଜ୍ଞାନତା ଶକ୍ତ ବଳୟ ଭିତରୁ ହାତ ଧରି ଟାଣି ନିଏ, ଅଜ୍ଞାନତାର ପଙ୍କ ଭିତରେ ଯେ ଜ୍ଞାନର ପଦ୍ମ ଫୁଟାଏ, ଅଜ୍ଞାନତାର ତିକ୍ତତା ଭିତରେ ସେ ଜ୍ଞାନ ମିଷ୍ଟାନ୍ନ ଖୁଆଏ । ଜ୍ଞାନ ପ୍ରକାଶର ବଳରେ ହୁଅଇ ଯେ ଜଗତ ବିଜୟୀ, ଜ୍ଞାନ ଅମୃତର ସ୍ଵାଦ ଯେ ଚଖାଇ ମୂର୍ଖତା ଦୂର କରଇ, ଜ୍ଞାନ ତା’ ଭୂଷଣ ଜ୍ଞାନ ତା’ର ଅସ୍ତ୍ର ଜ୍ଞାନ ହିଁ ତା’ ପରିଚୟ,…