Odia Poem Abapata (ଅବପାତ) by Sangram Moharana

ଅବପାତ

ହେ ବର୍ଷା ! କେତେବେଳେ ତୁମେ ଶାନ୍ତ ନିରବ ଶବ୍ଦରେ ମନର କୋହ ଆଉ କେତେବେଳେ ବଜ୍ର ବତାସରେ ଆଖିର ଲୁହ ॥ ହେ ବର୍ଷା ! ଅବାସ୍ତବକୁ ବାସ୍ତବ କରି ଦେଖେଇଥିଲ କେତେ ସ୍ୱପ୍ନ ତୋଳି ଆଣିବାକୁ ଇଚ୍ଛା କରିଥିଲ ସେ ପରୀ ରାଇଜର ଜହ୍ନ ॥ ହେ ବର୍ଷା ! କେତେ ଚିତ୍ର ପୁଣି ଅନ୍ଧାର ଭିତରେ ପ୍ରତିଛବି କରି ଆଙ୍କୁଥିଲ ଭାବନା ରାଇଜ ରଙ୍ଗ ସବୁ ଆଣି ମନ ଇଲାକାରେ ଢାଳୁଥିଲ ॥…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 28th Edition

✍ ଅଷ୍ଟାବିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା, ମହାପ୍ରଭୁଙ୍କର ନବ ଦିନାତ୍ମକ ଗୁଣ୍ଡିଚା ଯାତ୍ରା ପାଇଁ ବଡ଼ ଦାଣ୍ଡ ଚଳଚଞ୍ଚଳ, ଉତ୍ସବ ମୁଖର । ଚାରିଆଡ଼େ ଭକ୍ତିମୟ ପରିବେଶ । ବତାବରଣରେ ସତେ ଯେମିତି ଫେଣ୍ଟି ହୋଇଛି ବିଭୁକୃପାର ସୂକ୍ଷ୍ମ କଣାମାନ ! ପବିତ୍ର ଭାବଟିଏ ଆବୋରି ବସିଥାଏ ସବୁକିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଇ ଭଉଣୀଙ୍କସହ ରଥାରୋହଣ କରି ମହାପ୍ରଭୁ ପହଞ୍ଚିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ । ଘଣ୍ଟ-ଘଣ୍ଟା, ଶଙ୍ଖ, ମୃଦଙ୍ଗ, କାହାଳୀ ସହ ହରିବୋଲ ହୁଳହୁଳି…

ଅଧିକ ପଢ଼ନ୍ତୁ