Odia Poem Tume Au Mun (ତୁମେ ଆଉ ମୁଁ) B. Jena (Lipsy)

ତୁମେ ଆଉ ମୁଁ

ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା’ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା’ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ ସେ ସାଜର ଝଙ୍କାର ମୁଁ ହେବ ଯଦି ଆଖି ତୁମେ ତା’ର ସ୍ୱପ୍ନ ମୁଁ ଯଦି ତୁମେ ପକ୍ଷୀ ତା’ର ଡେଣା ମୁଁ ରାଗ ମୁଁ ରାଗିଣୀ ତୁମେ ତୁମେ କ୍ଷମା ଭୁଲ ମୁଁ…

ଅଧିକ ପଢ଼ନ୍ତୁ
Odia Poem Ama Gaon Baia (ଆମ ଗାଁ ବାଇଆ) by Jagan Behera

ଆମ ଗାଁ ବାଇଆ

ଆରେ ବାଇଆ… ବସିଛୁ କାହିଁ ମନକୁ ମାରି କାମରେ ତୋର କରୁଛୁ ଡେରି, ବେଳ କାଳ ତତେ ଜଣା ପଡ଼ୁନି କିସ ଭାବୁଛୁ ବୁଝି ହଉନି । ବାପା ହୋଟେଲରେ ଖାଉଚୁୁ ନିଇତି ଟିକିଏ ପିଉଚୁ, ମୋବାଇଲ ନୀତି କେଞ୍ଚୁଚୁ ଥେଇଥେଇ ଖାଲି ହଉଚୁ । ପାଟିରେ ଗୋଟେ ଗୁଟୁଖା ଭରି ଦେହରେ ଟିକେ ଅତର ମାରି ଚାଲିଲେ ବାବୁ ଲାଇନ ମାରି… ବାଇଆ ଆମ ଭାରି ରସିକ ପ୍ରେମରେ ଗଲା ଛନ୍ଦି, ଆର ଗାଁର ମିନିକୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 26th Edition

✍ ଷଡ଼ବିଂଶ ସମ୍ପାଦକୀୟ

ଜୟ ଜଗନ୍ନାଥ   ତାପସ ରଞ୍ଜନତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି । tapasr10.wordpresscom

ଅଧିକ ପଢ଼ନ୍ତୁ
26th Edition of Shubhapallaba e-magazine released tributing Manoj Das

ଶୁଭପଲ୍ଲବ ପତ୍ରିକା ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଦ୍ରକ (୧ ମଇ ୨୦୨୧): ଆଜି ଶୁଭପଲ୍ଲବ ଇ-ପତ୍ରିକାର ୨୬ଶ ସଂସ୍କରଣ ଉନ୍ମୋଚନ ହୋଇଯାଇଛି, ଯାହାକି ଓଡ଼ିଆ ସାହିତ୍ୟ ଜଗତର ମହାନାୟକ ସ୍ୱର୍ଗତ ମନୋଜ ଦାସଙ୍କ ନାମରେ ଏହି ସଂସ୍କରଣଟି ଉତ୍ସର୍ଗୀତ କରାଯାଇଛି । ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଏହି ସଂସ୍କରଣଟିର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖାଯାଇଛି ଏବଂ ସ୍ୱର୍ଗତ ଦାସଙ୍କ ସହ ଜଡ଼ିତ କେତୋଟି ଲେଖା ଏହି ସଂସ୍କରଣରେ ସ୍ଥାନ ପାଇଛି । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିର ପ୍ରଚ୍ଛଦରେ ପଦ୍ମଭୂଷଣ…

ଅଧିକ ପଢ଼ନ୍ତୁ