Odia Story Aradhana (ଆରାଧନା) by Nirupama Gouda

ଆରାଧନା

ଆଜି ପବିତ୍ର ମହାଷ୍ଟମୀ । ସବୁଦିନ ପରି ଆଜି ମଧ୍ୟ ସୁନୟନା ମା’ଙ୍କର ପୂଜା ପାଇଁ ତାଙ୍କ ସାହି ମନ୍ଦିରକୁ ସକାଳୁ ସକଳୁ ବାହାରି ପଡ଼ିଲା । ପବିତ୍ର ମହାଷ୍ଟମୀରେ ମା’ଙ୍କର ଦର୍ଶନ କରିବା ପାଇଁ ତା’ ମନ ବ୍ୟାକୁଳ ହୋଇଉଠୁଥିଲା । ମନରେ ତା’ର ଭରିରହିଥିଲା ଉତ୍ସାହ ଓ ଉଦ୍ଦୀପନା । ଖୁସିରେ ଆତ୍ମହରା ହେଇ ଉଠୁଥିଲା ସୁନୟନା । ଠିକ ସେଇ ସମୟରେ ସେ ଲକ୍ଷ୍ୟ କଲା ତାଙ୍କ ସାହିର କେତେ ଜଣ ବଦମାସ…

ଅଧିକ ପଢ଼ନ୍ତୁ
Sambalpuri Poem Gachhte Lagami muin (ଗଛ୍‌ଟେ ଲଗାମିଁ ମୁଇଁ) by Satyanarayan Padhan

ଗଛ୍‌ଟେ ଲଗାମିଁ ମୁଇଁ

ଝାପୁର୍ ଝୁପୁର୍ ହେଇ ଡାହି ପଖିରା ଲମ୍ବିଛେ କେତ୍ ନି କେତେ, ଫଲ୍ ଫୁଲ୍ ନାଇଁ ଦେଇଥାଉ ପଛେ ଛାଇଁ ଟିକେ ଦେସି ସତେ !! କାଠ୍ ଦେସି ଗଛ୍ ଜଲାବାକେ ଚୁଲ୍ ହି ବନାଁବାକେ ଛାଟ୍ ପଟା, ପଲଙ୍କ୍ କବାଟି ବନ୍ ସି ଯେନଥିରୁ ଚକ୍ କରେ ଫୁଲ୍ ଫୁଟା । ଶୀତଲ୍ ଛାଇଁ ଦେସି ଚାଲତି ଲୋକ୍ କେ ଥକାନ୍ ମେଁଟାବେ ଯାନିଁ, ଗଛ୍ ନାଇଁହେଲେ ନାଇଁ ଝରେ ଫେର୍ ବୁଁଦେ ବର୍ଷାର୍ ପାନିଁ…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Rudranarayan Panigrahi

ସମୟ

ଦୁନିଆରେ ଏକା ଏଇ ସମୟ ଅଟେ ସବୁଠୁ ନିର୍ଦ୍ଦୟ ପଲକେ ପଲକେ ବର୍ତ୍ତମାନଟା ଯେ ନେଇ ନେଇଯାଏ ବିଦାୟ । ଭାବନା କଳ୍ପନା ଭବିଷ୍ୟତ ସବୁ କେବେ ହୋଇଯାଏ ଅତୀତ ସମୟ ରୂପକ ତରଣୀରେ କେହି ମାରି ପାରନ୍ତିନି କାତ । ହସିବା ଖେଳିବା ବୁଲିବା ଭିତରେ ଶେଷ ହୋଇଯାଏ ଶୈଶବ ଆଜି ଏକାନ୍ତରେ ଭାବୁଥାଏ ବସି କାଳେ ମୋ ଅତୀତ ଫେରିବ । ଗଢ଼ି ତୋଳନ୍ତି ମୁଁ ନିଜକୁ ପୁଣି ମଣିଷରେ ଗୋଟେ ମଣିଷ ହେଲେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 21st Edition

✍ ଏକବିଂଶ ସମ୍ପାଦକୀୟ

ପାର୍ବଣର ସମାପନ ପରେ ପରେ ପୂର୍ବାକାଶରେ ସିନ୍ଦୁରା ଫିଟି ପଡ଼ୁଥିବା ବେଳେ ହାଲ୍କା ହାଲ୍କା ଉତ୍ତରା ପବନରେ ଲୋମମୂଳ ଯେବେ ଟାଙ୍କୁରିଉଠେ, ଜଣାପଡ଼େ ଶୀତ ଆସିଲାଣି । ଘାସପତ୍ରର କୋଣରେ ସୂର୍ଯ୍ୟକିରଣରୁ ରଙ୍ଗ ଚୋରେଇ କାକର ବିନ୍ଦୁ ଯେବେ ନିଜ ଉପସ୍ଥିତି ଜାହିର କରେ, ଲାଗେ ଶୀତ ଆସିଗଲାଣି । ନଈ ପଠାରେ ହଳଦୀ ଗୁରୁଗୁରୁ ସୋରିଷ ଫୁଲରେ ଯେବେ ପ୍ରକୃତି ରାଣୀ ଘୋଡ଼ି ହୋଇଯାଏ, ଶୀତ ଆସିଯାଇଥାଏ । ରଙ୍ଗବେରଙ୍ଗ ପୁଷ୍ପ ଉପରେ ଲୋଲୁପ ମଧୂପର…

ଅଧିକ ପଢ଼ନ୍ତୁ
Interview with Padmini Rout

ପଦ୍ମିନୀ ରାଉତଙ୍କ ସହ ଆଳାପ

ଉଭୟ ଇଣ୍ଟରନେସନାଲ ମାଷ୍ଟର ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି ସେ । ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ ସେ । ୨୦୦୭ ମସିହାରେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରି ଓଡ଼ିଶାକୁ ସବୁ ସ୍ଥାନରେ ଗର୍ବ ଅନୁଭବ କରାଇଛନ୍ତି ସେ । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ସେହି…

ଅଧିକ ପଢ଼ନ୍ତୁ