Nali Suta Kala Suta Rahasya (ନାଲି ସୂତା ଓ କଳା ସୂତାର ରହସ୍ୟ) by Balmiki Nayak

ନାଲି ସୂତା ଓ କଳା ସୂତାର ରହସ୍ୟ

ମୁଁ ପ୍ରାୟ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ । ନିକଟସ୍ଥ ପୋଖରୀ ଚାରି ପାଖରେ ଦୁଇ ଘେରା ବୁଲିସାରି ଗୋଟିଏ ସ୍ଥାନରେ ଶାରୀରିକ ବ୍ୟୟାମ କରେ । ମୁଁ ପାଦରୁ ମୁଣ୍ଡଯାଏଁ ପର୍ଯ୍ୟାୟକ୍ରମେ ସମସ୍ତ ଅବୟବର ବ୍ୟାୟାମ କରେ । ଦିନେ ମୁଁ ବ୍ୟାୟାମ କରୁଥିବାବେଳେ ଦେଖିଲି ଜଣେ ଆଧୁନିକା ଯୁବତୀ ଚୁସ୍ତ ଟ୍ରାକିଙ୍ଗ ସୁଟ ପିନ୍ଧି ନିକଟସ୍ଥ ବେଞ୍ଚରେ ବସି ମୋବାଇଲରେ ଚାଟିଙ୍ଗ କରୁଥିଲା । ମୋର ବ୍ୟାୟାମ କରୁଥିବା ଶୈଳୀ ହୁଏତ ତାଙ୍କୁ ପସନ୍ଦ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 19th Edition

✍ ଉନବିଂଶ ସମ୍ପାଦକୀୟ

ଦିନେ ନା ଦିନେ ସମସ୍ତଙ୍କୁ ଫେରିଯିବାକୁ ହିଁ ହୁଏ ଏକ ଅଫେରା ପଥର ଅନ୍ତିମ ଯାତ୍ରାରେ, ସେହି ନିରାକାର, ଚିରନ୍ତନ, ଶାଶ୍ୱତ ପରଂବ୍ରହ୍ମରେ ସମାହିତ ହେବାପାଇଁ । ତାହା ତ ପ୍ରାରବ୍ଧ ! ତଥାପି ଆମେ ଆନମନା ହେଉ, ଝୁରି ମରୁ ସେହି ଅଫେରା ପଥର ଯାତ୍ରୀଟି ପାଇଁ । ତା’ ସହ ସାଉଁଟିଥିବା ସ୍ମୃତି ଆଉ ଅନୁଭୂତିର କେତେ ଯେ ନଗ୍ନ ଚିତ୍ର ଆଙ୍କି ହୋଇ ରହିଯାଏ ସ୍ମୃତିର କାନ୍ଥ ପଟଳରେ ତା’ର ହିସାବ ନଥାଏ…

ଅଧିକ ପଢ଼ନ୍ତୁ
Rohtangh Pass

ରୋହତାଙ୍ଗ ପାସ୍

ଗୋଟେ ସାଙ୍ଗର ବଡ଼ ଭାଈ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ । ଫେରିବା ପରେ ଆମ ଆଗରେ ବହୁତଗୁଡ଼ିଏ ରୋମାଞ୍ଚକର କାହାଣୀ ବଖାଣିଥିଲେ । ସେହି ଦିନଠାରୁ ଆମେ ୪ ଜଣ ସାଙ୍ଗ ଜଗିକି ବସିଥିଲୁ କେବେ ଆମକୁ କିଛି ଦିନ ସମୟ ମିଳିବ ଆଉ ଆମେ ରୋହତାଙ୍ଗ ପାସ୍ ବୁଲିବାକୁ ଯିବୁ । ଆଗରୁ ବାସ୍ ଏତିକି ଜାଣିଥିଲୁ କି ରୋହତାଙ୍ଗ ପାସ୍ ହିମାଚଳରେ ଅବସ୍ଥିତ ଏବଂ ହିମାଚଳ ପ୍ରଦେଶ ଭାରତର ଉତ୍ତରଭାଗରେ ଅବସ୍ଥିତ ଏକ…

ଅଧିକ ପଢ଼ନ୍ତୁ
Interview with Comedian Kaka

ହାସ୍ୟ ଅଭିନେତା କାକା ଓରଫ୍ ଗିରିଜା ପଣ୍ଡାଙ୍କ ସହ ମନଖୋଲା ଆଳାପ

ଏହି ଲକ୍‌ଡାଉନ୍ ସମୟରେ ଓଡ଼ିଆ କମେଡ଼ି ଜଗତରେ ଏକ ନୂଆ ନାଁ ଯୋଡ଼ିହୋଇଗଲା, ଗିରିଜା ପଣ୍ଡା । ଯଦିଓ ପୂର୍ବରୁ ସେ ଅନେକ ଥିଏଟର୍, ଦୂରଦର୍ଶନ କାର୍ଯ୍ୟକ୍ରମ ଆଦିରେ କାମ କରିଛନ୍ତି କିନ୍ତୁ କାକା ଚରିତ୍ରରେ ତାଙ୍କର ହାସ୍ୟରସ ଭରା ଅଭିନୟ ଇଣ୍ଟରନେଟ ଦୁନିଆରେ ତାଙ୍କୁ ଲୋକପ୍ରିୟ କରାଇଛି । ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା, ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା । ପ୍ରଶ୍ନ ୧. ଆପଣ ଏହି କାକା ଚରିତ୍ରକୁ…

ଅଧିକ ପଢ଼ନ୍ତୁ