Odia Bhajan Kemiti Achha He Kalia Thakura (କେମିତି ଅଛ ହେ କାଳିଆ ଠାକୁର) by Abhilipsa Sahoo

କେମିତି ଅଛ ହେ କାଳିଆ ଠାକୁର

ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର କେମିତି ଅଛ ହେ କାଳିଆ ଠାକୁର ନିୟତି ପ୍ରକୃତି ସୃଷ୍ଟି ଆଦିରଥି ସଂସାର ଶ୍ରୀଧର ତ୍ରିଲୋକ ମୂରତି ପଞ୍ଚଭୂତ ପଞ୍ଚ ଇନ୍ଦ୍ରିୟ ପ୍ରକାଶେ ସୃଷ୍ଟ ଜଗତ କି ହେବ ‘ସତ୍’ ଶେଷେ ଆୟୁଷ ଅମୃତ କାଳଚକ୍ରର କବଚ ନୀଳଚକ୍ର ଅଖ ଅଙ୍କେ ଆଉ କି ସଙ୍କୋଚ ଦଶଦିଗ କୀର୍ତ୍ତି ସମାପ୍ତିବ ଦଶ ତୁଠେ କ୍ଷଣେ ପ୍ରଳୟ ଘେରିବ ଏଇ ଧରା ରଥେ ସଂସାର ସାଗର ପଦ୍ମେ ଲକ୍ଷ୍ମୀ ନାରାୟଣ ପୂର୍ଣ୍ଣରୂପ ପରଂବ୍ରହ୍ମ…

ଅଧିକ ପଢ଼ନ୍ତୁ
Odia Story Aphera Chithi (ଅଫେରା ଚିଠି) by Sweety Das

ଅଫେରା ଚିଠି

ପ୍ରିୟ ଗୌତମ, ତମେ ଭଲ ଆଛ ତ? ଅଶାକରେ ତମେ ସେଠାରେ ଭଲରେ ଥିବ । ଘରେ ବି ସମସ୍ତେ ଭଲରେ ଅଛନ୍ତି କିନ୍ତୁ ବାପାଙ୍କର ଟିକେ ଉଚ୍ଚ ରକ୍ତ ଚାପ ଯୋଗୁଁ ଦେହ ଅସୁସ୍ଥ ଅଛି । ତମେ ଜମା ଚିନ୍ତା କରନି, ମୁଁ ତାଙ୍କୁ ଠିକ ସମୟରେ ମେଡ଼ିସିନ୍ ଦେଇଦେଉଛି । ଆଉ ତମ ଝିଅ ଶ୍ରେୟା ଏବେ ନୂଆ ନୂଆ ସ୍କୁଲ ଯାଉଛି । ସେ ତମକୁ ବହୁତ ମିସ କରୁଛି ।…

ଅଧିକ ପଢ଼ନ୍ତୁ
Odia Poem Ae Tuma Upahara 9ଏଇ ତ ତୁମ ଉପହାର) by Dr. Kaushik Kumar Panigrahi

ଏଇ ତ ତୁମ ଉପହାର

ତୁମେ କେତେ ଅଭିମାନୀ !! ଦେବାର କିଛି କ୍ଷମତା ନାହିଁ ବୋଲି, ତୁମେ ଅଳି କର, ଅର୍ଦ୍ଦଳି କର, ରାଗ, ରୋଷ ଓ ଅଭିମାନ ବି କର, ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ, “ଯଦି ଭୁଲରେ କିଛି କହିଥିବି କ୍ଷମା କରିଦେବ ।” ମତେ ଭଲ ପାଇବା ଦିନଠୁଁ ଜାଣେନା, ତୁମେ କିଛି ପାଇଛ କି ନାଇଁ, ବରଂ ହରେଇଛ ନିଜସ୍ୱପଣ, ହରେଇଛ ମନର ସ୍ଥିରତା, ନିଜର ସ୍ଵାଧୀନତା, ପରିଶେଷେ ତୁମର କୁମାରୀ ଚପଳତା…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 15th Edition

✍ ପଞ୍ଚଦଶ ସମ୍ପାଦକୀୟ

ଅନୁଭୂତିରେ ଶ୍ରୀଜଗନ୍ନାଥ ସେଦିନ ଥାଏ ରବିବାର । ଦୁଇହଜାର ତେର ମସିହା ଜୁନ ମାସ ତେଇଶି ତାରିଖ । ପବିତ୍ର ସ୍ନାନ ପୂର୍ଣ୍ଣିମା । ସେଦିନ ଖୁବ୍ ଭୋରୁ ଆମେ ସପରିବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରଭୁଙ୍କ କରୁଣାର ଡୋରି ଲାଗିବାରୁ ଟ୍ରେନ୍ ଯୋଗେ ଯାଇଥିଲୁ । ସାଥିରେ ଆମର ବନ୍ଧୁ ଓ ତାଙ୍କ ପରିବାର ମଧ୍ୟ ଥାଆନ୍ତି । ପ୍ରଭୁଙ୍କ ଅପାର କରୁଣାରୁ ଯାତ୍ରା ସହଳ ଏବଂ ସଫଳ ହୋଇଥିଲା । ପୁରୀ ରେଳ ଷ୍ଟେସନରୁ…

ଅଧିକ ପଢ଼ନ୍ତୁ
raja-poda-pitha

ରଜ ପୋଡ଼ ପିଠା

ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ନାରୀତ୍ୱକୁ ସମ୍ମାନ ଦେବା ଏକ ସଂସ୍କୃତିର ମହାନତାର ମ।ପଦଣ୍ଡ । ଓଡ଼ିଶାର ଗଣପର୍ବ ରଜ ନାରୀତ୍ୱର ଏକ ଅବର୍ଣ୍ଣନୀୟ ଉତ୍ସବ । ଏହି ପର୍ବରେ ଖୁବ ସଜସଜ୍ଜାରେ ନାରୀ ତା’ର ନାରୀତ୍ୱକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥାଏ । ଆମ ସଂସ୍କୃତିରେ ପର୍ବ ସଙ୍ଗେ ତା’ର ପିଠାପଣାର ସମ୍ପର୍କ ନିଆରା । ରଜ ପର୍ବ ପାଳନରେ ପୋଡ଼ ପିଠାର ମଜା ଆଉ କଉ ମିଠାରେ ନାହିଁ । କଥାନୁସାରେ ରଜ ତିନିଦିନ…

ଅଧିକ ପଢ଼ନ୍ତୁ