Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା ମିଠା ମିଠା ସ୍ମୃତି ଭାବ ମନ ପରଦାରେ ଛାପି ହୋଇ ରହେ ପୂଣ୍ୟ-ପ୍ରେମେ ମନ ତବ । ସେ ଲେଖା ଅଲିଭା ସବୁ ଦିନ ପାଇଁ ଜଳୁଥାଏ ଏକାନ୍ତରେ ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ ଲାଗେ ଏକ ସେଇ ଭାବନାରେ । ଜୀବନ ଏକାଠି ଦରଦରେ ଭରା ଏକ ପଥ, ଏକ ରାହା ହୃଦୟ ପୁସ୍ତିକା ଗହନ ଭାବରେ ଲେଖା ହୋଇଥାଏ ଯାହା । – ଆଶୁତୋଷ ମେହେର ଆଶୁତୋଷ…

ଅଧିକ ପଢ଼ନ୍ତୁ
Odia Story Dharmayuddha (ଧର୍ମଯୁଦ୍ଧ) by Kamala Satapathy

ଧର୍ମଯୁଦ୍ଧ

ବିଗତ ପାଞ୍ଚ ଦିନରୁ ଅନ୍ଧାର ଘରଟା ଭିତରେ ବସି ରାଘବ ଖାଲି ଭାବୁଛି ଆଉ ଭାବୁଛି । ମୁହଁକୁ ମୁହଁ ଦେଖା ଯାଉନଥିବା ଅନ୍ଧାର ଭିତରେ ତାକୁ ଖାଲି ସେଇ ସେଇ ଦୃଶ୍ୟ ଦେଖା ଯାଉଛନ୍ତି, ଯାହାଙ୍କ ସହିତ ତା’ର କିଛି ବି ସମ୍ପର୍କ ନାହିଁ । ତାକୁ ଖାଲି ଅନୁଭବ ହେଉଛି ସେ ବି ସେଇମାନଙ୍କ ଭିତରୁ ଜଣେ ଯେମିତି ! ସେଇ ଖଣ୍ଡିଆ ଖାବରା ଦେହ… ରକ୍ତ ସାଲୁବାଲୁ ଚେହେରା… ହୃଦ ଦହଲା ଆକୂଳ…

ଅଧିକ ପଢ଼ନ୍ତୁ
Odia Poem Saharaku Asilapare (ସହରକୁ ଆସିଲା ପରେ) by Pravat Bal

ସହରକୁ ଆସିଲା ପରେ

ସହରକୁ ଆସିଲା ପରେ ଶିଖିଗଲି କେମିତି ରାଜରାସ୍ତାର କଳା ଆସ୍ତରରେ ଗ୍ରାମ ପଥକୁ କବର ଦିଆଯାଏ ଅଣଓସାରିଆ ଧୂଳି ଧୂସର ରାସ୍ତାକୁ ଭୁଲି ମାର୍ବଲ ଚଟାଣରେ ପାଦ ରଖାଯାଏ । କେମିତି ସୁରମ୍ୟ ପ୍ରାସାଦର ଚିକ୍କଣ ପ୍ରାଚୀରକୁ ବିଦେଶୀ ରଙ୍ଗର ଚିତ୍ରରାଜି ଚମକାଏ । ବୋଉର ଝୁମ୍ପୁଡ଼ି କାନ୍ଥରେ ପିଠଉ ବଟା ଅଙ୍କାବଙ୍କା ଝୋଟି ଚିତା ସବୁ କ୍ଷଣକ ଭିତରେ ଲିଭିଯାଏ । କେମିତି ସାହେବମାନଙ୍କ ନୈଶ୍ୟ ଭୋଜିରେ ଦାମୀ ବ୍ୟଞ୍ଜନକୁ ବିଲାତ ଢଙ୍ଗରେ ଫୋପାଡ଼ନ୍ତି, ବସ୍ତିର…

ଅଧିକ ପଢ଼ନ୍ତୁ
Odia Poem Swatantra Pradesh Odisha (ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା) by Samita Sahoo

ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା

ନାଁ ତୋ’ର ଉଡ୍ର, କଳିଙ୍ଗ, ଓଡ଼ିଶା ମମତାମୟୀ ତୁ ସେନେହ ଝରା, ମାତାମହୀ ମୋ’ ଭାରତ ହେଲେ ତୁ ମୋ ଜନନୀ ଶୋକ ପାଶୋରା । ମୋ ପୂର୍ବ ପୁରୁଷ ବିସ୍ତାରିଥିଲେ ଗଙ୍ଗାଠାରୁ ଗୋଦାବରୀ ଚୋଡ଼ଗଙ୍ଗ, ନରସିଂହ, ଅଶୋକ ଖାରବେଳ, ଯଯାତି କେଶରୀ । କଳା ସଂସ୍କୃତିର ଜନମ ଭୂଇଁ ତୁ ଖଣ୍ଡଗିରି, କୋଣାର୍କ, ଲିଙ୍ଗରାଜ ପୁରୀ, ରତ୍ନଗିରି, ଧଉଳି ପାହାଡ଼ କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶେଯ । କାଳର କରାଳ ଗତିରେ ଆମେ ହେଲୁ ଯେବେ…

ଅଧିକ ପଢ଼ନ୍ତୁ
Odia Essay on Swarnamayee Mora Utkala Janani (ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ) by Chinmayee Sahoo

ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ

“ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ” ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଜୟଗାନ କଲାବେଳେ ମନକୁ ଆସିଥାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସୁନ୍ଦର ପଂକ୍ତିଟି । ସତରେ ଏହି ସ୍ୱର୍ଣ୍ଣପ୍ରସୂ ଓଡ଼ିଶା ମାଟିରେ ଜନ୍ମ ନେଇଛନ୍ତି କାହିଁ କେତେ ଯୁଗଜନ୍ମା ପୁରୁଷ, ଯାହାଙ୍କର ନିଷ୍ଠା, ତ୍ୟାଗ, ପ୍ରୀତି, ଧର୍ମ, ଭକ୍ତି ବଳରେ ଆମେ ପାଇଛନ୍ତି ସ୍ୱତନ୍ତ୍ରତାର ପରିଚୟ । ଆଜି ଜଦି କେହି ତା’ର ପିଲାଦିନକୁ ଫେରିଯାଏ ତା’ କାନରେ ଗୁଞ୍ଜରି ଉଠିବ ସେହି ଦୁଇପଦ…

ଅଧିକ ପଢ଼ନ୍ତୁ