Odia Poem Andhar (ଅନ୍ଧାର) by Rajesh Pujari

ଅନ୍ଧାର

ମୋର ଜୀବନ ବହିର ହରଏକ୍ ଚଉଠେ ସାହି ହେଇ ଚରିଯାଇଛେ ଅନ୍ଧାର… ଏନ୍ତା ଚପଲିଛେ ଗୁଡୁ ମୁଡ଼ ତକ୍ ଯେ- ନାଇଁ ପୁଛି ହେବାର ସୁନ୍ଦରି ଫଗୁନର ପନତେ କି’ଧୁଇ ନାଇଁ ହେବାର କାନ୍ଦରି ଶରାବନର ଆଁଖଲେ ହୁତାହୁତି ଯାହା ଚୁପଚାପ୍ ସଁଥଲିହେବାକେ ପଡ଼ୁଛେ ଆପେ ଜୁଏ ହେଇଯିବାର ତକ୍ ଅନ୍ଧାରର ନୀରବ ଦହନ ଥି । ଇ ଦଗାଦିଆ ସମିଆ ଭିଲ୍ କାହିଁ ବାଁ ଯାଏତା ମତେ ବଦି ଦେଇ ପୁଢ଼ା ଘା’ଥି ନୁନ୍ ରେଥବାରୁଁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 12th Edition

✍ ଦ୍ୱାଦଶ ସମ୍ପାଦକୀୟ

ଦିନେ ଆଶ୍ରମରେ ସାନ୍ଧ୍ୟ ପ୍ରାର୍ଥନା ପରେ ଦୈନିକ ପ୍ରବଚନ ସାରି ଉଠୁଥିବା ବେଳେ ଅନ୍ତେବାସୀ ଜଣେ ଉତ୍ସୁକ ଜିଜ୍ଞାସୁ ପ୍ରବକ୍ତାଙ୍କୁ ପ୍ରଶ୍ନ କଲେ, “ମହାଶୟ ! ଗତ ସନ୍ଧ୍ୟାରେ ଆପଣ ବୁଝାଇ କହିଥିଲେ କି ମନୁଷ୍ୟ ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି । ତେବେ ମନୁଷ୍ୟମାନଙ୍କ ଭିତରେ ପୁଣି ଶ୍ରେଷ୍ଠ କିଏ? ନାରୀ ନା ପୁରୁଷ??” ପ୍ରବକ୍ତାଙ୍କ ଉଜ୍ଜ୍ୱଳ ମୁଖମଣ୍ଡଳରେ ଚିରାଚରିତ ଧାରେ ସ୍ମିତହାସ୍ୟ ଉକୁଟି ଉଠିଲା । କିଛିକ୍ଷଣ ଉତ୍ତାରୁ ସେ ଉତ୍ତର ଦେଲେ, “ଋଗ୍ ବେଦର…

ଅଧିକ ପଢ଼ନ୍ତୁ
kadali-manja-besara

କଦଳୀ-ମଞ୍ଜା ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ଆଜି ସେମିତି ଏକ ବେସର ଦିଆ ସୁଆଦିଅ ତରକାରୀ ପ୍ରସ୍ତୁତ କରିବା ଚାଲନ୍ତୁ । ଆମେ ଗଛର ପତ୍ରଠାରୁ…

ଅଧିକ ପଢ଼ନ୍ତୁ