Odia Poem Luchei Deli (ଲୁଚେଇ ଦେଲି) by Golak Bihari Giri

ଲୁଚେଇ ଦେଲି

କାଳେ ଆମ ସ୍ମୃତିକୁ ସୂର୍ଯ୍ୟର ଉତ୍ତାପ ଆଉ ରାତିର ଅନ୍ଧାର ନଷ୍ଟ କରିଦେବେ ମୁଁ ଆଜି ତାକୁ ଲୁଚେଇ ଦେଲି ଜହ୍ନରାଇଜରେ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ… ନା ରହିବ ଇର୍ଷା ନା ନିତିନିୟମ ବାଧା ଦେବାକୁ ଆମ ଅବାଞ୍ଛିତ ପ୍ରେମକୁ ନାଁ ତୋତେ ଭୟଥିବ ନାଁ ଅବିଶ୍ୱାସ ଦୁନିଆ ଜାଣିବା ଆଗରୁ ମୁଁ ତାକୁ ମଞୁସାରେ ଭସେଇଦେଲି ମୋ ଲୁହର ନଦୀରେ ପ୍ରେମର ଡଙ୍ଗାରେ ଜହ୍ନ ରାଇଜକୁ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ… କାଳେ ତୋତେ…

ଅଧିକ ପଢ଼ନ୍ତୁ
Odia Poem Moksha (ମୋକ୍ଷ) by Keshari Prasad Mohanty

ମୋକ୍ଷ

ବସନ୍ତର ମୃଦୁ ହୋଇ ମନ ଚୋରି କଲ । ନିଦରେ ଆସିକରି ସ୍ୱପ୍ନ ଦେଖାଇଲ ॥ ପୂର୍ଣ୍ଣମୀର ଚାନ୍ଦ ପ୍ରାୟ ହୋଇ ଆଲୋକିତ । ମନ ତଳେ ସ୍ନେହ ପ୍ରେମ କଲ ସଞ୍ଚାରିତ ॥ ଇନ୍ଦ୍ରଧନୁ ସାଜି ଜୀବନେ ରଙ୍ଗ ବୋଳି । ଆଙ୍କୁଥିଲ କେତେ ଚିତ୍ର ଧରି ନିଜେ ତୂଳୀ ॥ ଶରତର କାଶତଣ୍ଡି ପରି ମନମୋହି । ହେମନ୍ତ ଶିଶିରେ ଭିଜାଇଲ କାହିଁ ପାଇଁ ॥ ବନ୍ଧୁତାରେ ଲାଗିଲା କାହାର ନଜର । କେଇପଦ…

ଅଧିକ ପଢ଼ନ୍ତୁ
Odia Poem Mukha (ମୁଖା) by Sujata Mohapatra

ମୁଖା

ମାଟି ମୁଠେ ଦେଇଥିଲ ବୋଲି ମାଗୁଛ ଆକାଶ !! ଲୋଡ଼ା ନାହିଁ… ତୁମେ ଫେରାଇ ନେଇପାର ତୁମର ସେ ଦୁର୍ଲଭ ଦାନ !! ମୁଁ ବରଂ ଖୁସି ମୋ ପାଦ ତଳର ଶୂନ୍ୟତାରେ !! ହେଲେ, ମୁଁ କିନ୍ତୁ ତୁମକୁ ଅଧିକାର ଦେଇ ନ ପାରେ ମୋ ହାତ ଗଢ଼ା ଆକାଶଟିରେ !!! ସେ କେବଳ ମୋର… ରକ୍ତ ନିଗାଡ଼ି ତିଆରିଛି ମୁଁ ତାକୁ ବର୍ଷ ବର୍ଷ ଧରି !! ସିଞ୍ଚିଛି ସ୍ୱାଭିମାନର ତତଲା ନିଶ୍ୱାସରେ ଢାଳିଦେଇପାରିବିନି…

ଅଧିକ ପଢ଼ନ୍ତୁ
Odia Story Mun Au Mo Prema (ମୁଁ ଆଉ ମୋ ପ୍ରେମ) by Rajesh Kumar Barik

ମୁଁ ଆଉ ମୋ ପ୍ରେମ

ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲ୍‌ରେ ମିଳେନା । ନୂଆ ସାଙ୍ଗ ଖୁଲମ୍‌ଖୁଲା ମସ୍ତି ତାହା ପୁଣି ଟିଚର କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ଆଜାଦି ପାଇଗଲା । କିଛି ଦିନ ତ ବେସ୍ ଭଲ ଲାଗିଲା । ପରେ ଯେସାକୁ ତେସା ହୋଇଗଲା । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ ।…

ଅଧିକ ପଢ଼ନ୍ତୁ
Odia Poem Michhei Bou (ମିଛେଇ ବୋଉ) by Annapurna Dhal

ମିଛେଇ ବୋଉ

ଆଜି ମୁଁ ବୁଝୁଚି ତୁ କିଆଁ ମିଛ କହୁଥିଲୁ, ଅଳି କଲେ ଜିଦ୍ଦି କରି ଆଜି ଦେବି କାଲି ଦେବି, ହସି ହସି କହି ଦେଇ, ନିରୋଳରେ କାନ୍ଦୁଥିଲୁ, ମୁଁହକୁ ତୁ ଲୁଚେଇ । ତୋ’ ଭୁଲା କଥାରେ, ମନ ମୋର ଭୁଲିଯାଏ, ଖୋଜୁଥିବା ଜିନିଷକୁ, ସହଜରେ ଦେଉଥିଲୁ ତୁ ଭୁଲେଇ । ମନାକଲେ ମନ ଭାଙ୍ଗେ, ବୁଝିଥିଲୁ ବୋଲି, ମନା ତୁ ନକରି, ସବୁଦିନେ ଦେଉଥିଲୁ ଭଣ୍ଡେଇ । ସନ୍ତାନ ଆଖିରେ ଲୁହ, ଦେଖିବୁନି ବୋଲି,…

ଅଧିକ ପଢ଼ନ୍ତୁ