Odia Poem Pustaka (ପୁସ୍ତକ) by Roja Panda

ପୁସ୍ତକ

ଅଛିଣ୍ଡା ସମିକରଣର ସରଳ ସମାଧାନ ମୁଁ, ମୁଁ ଅତୀତ ଇତିହାସର ଏକମାତ୍ର ମୂକସାକ୍ଷୀ । ସାରା ବିଶ୍ୱର ଭୌଗଳିକ ପରିଧିର ମାପକାଠି ମୁଁ, ମୁଁ ଅର୍ଥନୀତିର ମାନଦଣ୍ଡରେ ଠିଆ ହେଇଥିବା ସମୀକ୍ଷା । ବିଭିନ୍ନ ଭାଷାର ସମାହାର ମୁଁ, ମୁଁ ରାଜନୀତିର ରାଜତନ୍ତ୍ର, ବେଦ ମୁଁ, ଶାସ୍ତ୍ର ମୁଁ, ପୁରାଣ ସାହିତ୍ୟ ମୁଁ, ମୁଁ ବ୍ୟାକରଣର ବର୍ଣ୍ଣବିଦ୍ୱେଷ, ହାସ୍ୟରସର ଗନ୍ତାଘର । କାବ୍ୟ ମୁଁ, ଔପନ୍ୟାସିକର ସର୍ଜନା ମୁଁ, ମୁଁ ଅନନ୍ୟ ଜ୍ଞାନର ଭଣ୍ଡାର ସର୍ବଜନଙ୍କର ପ୍ରିୟ…

ଅଧିକ ପଢ଼ନ୍ତୁ
A Sambalpuri Poem on Facebook (ଫେସ୍‌ବୁକ୍) by Satya Narayan Padhan

ଫେସ୍‌ବୁକ୍

ଧଏନ୍ ଧଏନ୍‌ରେ ଫେସ୍‌ବୁକ୍ ତୁଇ ପଢଲୁ ବନେଟେ ପାଠ୍, ରାତି ଝୁମରା ବତରେ ନାଇଁ ଲାଗୁଛେ ନାଇଁକଲେ ଟିକେ ଚାଟ୍ । ବହି ପଢୁଥିଲେ ଆକାଶୁ ଝୁମରା ଫେସ୍‌ବୁକ୍ ଚଲାଲେ ନାଇଁ, କାଇଁ ମହଁନିଟେ ଲଗାଇ ଦେଲୁ ଯେ ସଭେ ହେଇଛନ୍ ବାଇ । ମୁହୁଁଦେଖା ବହି ଦୁନିଆଁରେ ତୁଇ ପୁର୍ଥୀର୍ ସବୁ ଭାଷା ଧରି, ମୁନୁଷ୍ ମାନକୁ ଅଲ୍‌ସୁଆ କରୁଛୁ ଗୁଟେଜାଗା ବସାଇ କରି । କାମ୍ କବାର୍ ଛାଡି ଫେସ୍‌ବୁକ୍‌ରେ ମନ୍ ଲାଇକ୍ କମେଣ୍ଟ୍…

ଅଧିକ ପଢ଼ନ୍ତୁ
Rimjhim (ରିମ୍‌ଝିମ୍) Odia story by Chandrakanti Pradhan

ରିମ୍‌ଝିମ୍

କଡ଼ ଲେଉଟାଇଲା ରାତି, ତା’ ସାଙ୍ଗରେ ଜହ୍ନ ! ମିଞ୍ଜି ମିଞ୍ଜି ତାରା ଦି’ଟା ଆକାଶରେ ଛଟପଟ ହେଉଥାନ୍ତି । ଭିଡ଼ିମୋଡ଼ି ହୋଇ ପୁଣିଥରେ ସେ କମ୍ବଳକୁ ଟାଣିନେଇ ମୁହଁ ଘୋଡ଼ାଇ, ମାଆଙ୍କ କୋଳରେ ମୁହଁ ଗୁଞ୍ଜିଦେଲି । -“ଓଃ! ଶୀତ ରାତିର ଯୋଉ ନିଦ । ଏତେ ବଡ଼ ରାତି ଶୋଇ ଶୋଇ ବିରକ୍ତ ମୁଁ ହୋଇଯାଏ । ଶୀତ ରାତିର କ’ଣ ଆଦି ନାହିଁ କି ଅନ୍ତ ନାହିଁ?? ଅଛି । କିନ୍ତୁ ନିଦ…

ଅଧିକ ପଢ଼ନ୍ତୁ
Nua barasa go (ନୂଆ ବରଷ ଗୋ) Odia poem on new year by Satyabarata Sahu

ନୂଆ ବରଷ ଗୋ

ନୂଆ ବରଷ ଗୋ.. ନୂଆ ବରଷ.. ଲେଖି ରଖ ପ୍ରିୟା ପାଇଁ ଏହି ସନ୍ଦେଶ, ହସ ବା ଲୁହର ଗତ ଦିନ ସବୁ କେମିତି ବିତିଲା ମୋତେ ଲେଖିବ ପତ୍ର । ଆଜି କଥା କାଲିକି ବି ହୋଇଯାଏ ସ୍ମୃତି କେତେ ସ୍ମୃତି ସାଉଁଟିଛି ମୋ’ ପ୍ରାଣ ପ୍ରେୟସୀ ଦେବି ଉପହାର ନୂଆ ବରଷର ମନାସିଛି ତା’ ଓଠରେ ହସ.. ସିଏ ସିନା ପ୍ରେମ ଦେବୀ ମୋ’ ହୃଦ ମନ୍ଦିରେ ସାଇତା ରହିଛି ସଦା ମନ ଇଲାକାରେ…

ଅଧିକ ପଢ଼ନ୍ତୁ
Dhanu Jatra (ଧନୁଯାତ୍ରା) - A Sambalpuri Poem by Dolamani Padhan

ଧନୁଯାତ୍ରା

ଦମାକ୍‌ ଦମାକ୍‌ ମାଦଳ୍‌ ବାଜୁଛେ, ବରଗଡ଼ ସଜାବୁଜା ନୁ ସୁନ୍ଦର୍‌ ଦିଶୁଛେ ॥୧॥ ଦିନ୍‌ ପାଚ୍‌ଟା ଥୂ ହେବା ମଥୁରା ନଗରୀ, ରାଜୁତି କର୍‌ବା କଂସ ରଜା ଆକ୍‌ତିରୀ ॥୨॥ ବଜାରେ ହେବା ରଜାର୍‌ ଦରବାର୍‌, ନିଶାମଣି ନୁ ହେବା ରଙ୍ଗମହଲ୍‌‌ର କାରବାର୍‌ ॥୩॥ ଇସ୍କୁଲ୍‌ ପଡ଼ିଆ ନୁ ବସ୍‌ବା କେତେ ଲେହେଟି, ଦୁଲି ଆନ୍‌ବେ ସଦ୍ଭେ ଦେଇ ପଏସା ପେଟି ପେଟି ॥୪॥ ମୀନା ବଜାର୍‌ର ଜମକ୍‌କେ ମେଳା ପ୍ରଦର୍ଶନୀ, ଦେଖଲେ ସବୁ ଜିନିଷ୍‌ ଲାଗ୍‌ସି,…

ଅଧିକ ପଢ଼ନ୍ତୁ