Read more about the article ରଗସଗିଆ ଶୀତ
Odia Poem on Winter - Ragarasia Sita by Pallavi Pujapanda

ରଗସଗିଆ ଶୀତ

ଗାଁ ବାସନା ନିକା ପାଇନି ମୁଁ ତ କ୍ବାଟର୍ ଘର ଝିଅ, ତୁଠ ଗାଧୁଆ, ମାଇପି ଗପ ଗାଁ ଦାଣ୍ଡେ ଚାଲି ଧପଧପ, କଟା, ବେଙ୍ଗଳା, ସିଝା ଧାନ ଧାଇଁବି ଖଳାଠୁ ଘର ଘନଘନ, ମାଟି ଗୋବରେ ଲିପିବି ଘର ଝୋଟି…

Continue Readingରଗସଗିଆ ଶୀତ
Read more about the article ଶୀତ ଋତୁରେ ମୋ ଗାଆଁ
Odia Poem - Sita Ruture Mo Gaon

ଶୀତ ଋତୁରେ ମୋ ଗାଆଁ

ପାଚିଲା ଧାନ ଗହିର ଶେଷମୁଣ୍ଡରେ ଧାଡ଼ି ଧାଡ଼ି ତାଳ ଗଛ ଆରପଟୁ, କୁହୁଡ଼ି ଚିରେ ସୂର୍ଯ୍ୟ... କାକର ଘାସର ମିତ, ଘର ବାହାରଟା କାଶ୍ମୀର ଲାଗେ... କମ୍ବଳ ପ୍ରେମିକାଠୁ ନିଜର, ଆଲାର୍ମ ଦଶଥର ବାଜିବାଯାଏଁ... ଅଗଣା ସାରା; ଦରାଣ୍ଡି, ଘୁଷୁଡ଼ି ଚାଲେ…

Continue Readingଶୀତ ଋତୁରେ ମୋ ଗାଆଁ
Read more about the article ମୋ ଗାଆଁରେ ଶୀତର ଦୃଶ୍ୟ
Odia Poem on Winter - Mo Gon re Sita

ମୋ ଗାଆଁରେ ଶୀତର ଦୃଶ୍ୟ

ଶୀତ ତା' ପସରା ମେଲାଇ ଦେଲାଣି ମୋ ଗାଆଁରେ ସକାଳ ସୂରଜ ମୁରୁଜ ପକାଏ ମୋ ଘର ଅଗଣାରେ । କୁହୁଡ଼ି ଚାଦର ଢାଙ୍କି ତ ଦେଲାଣି ଗାଁକୁ ମୋର ଘାସର ବକ୍ଷରେ ଶିଶିର ବିନ୍ଦୁ ଯେ କରେ ବିଭୋର ।…

Continue Readingମୋ ଗାଆଁରେ ଶୀତର ଦୃଶ୍ୟ
Read more about the article ଗାଆଁ ଶୀତ ଦିନ
Odia Poem - Gaon Sita Dina

ଗାଆଁ ଶୀତ ଦିନ

ଭାରି ଭଲଲାଗେ ଶୀତୁଆ ସକାଳ କଅଁଳ ଖରାର ତାତି ଭାରି ଭଲଲାଗେ କମଳ ରେଜେଇ ଆଇ ମା' ସହ ରାତି ।। ଭାରି ଭଲଲାଗେ ମୁଆଁ ଖିଆ ଆଉ ପୁଷ ପୁନେଇର ଜହ୍ନ ମନ କିଣି ନିଏ ମୋ ମା'ର ଝୋଟି…

Continue Readingଗାଆଁ ଶୀତ ଦିନ
Read more about the article ଶୀତ ସକାଳର ମୋ ଗାଁ
Odia Poem - Sita Sakalara Mo Gaon

ଶୀତ ସକାଳର ମୋ ଗାଁ

କୁହୁଡ଼ି ଶେଯରେ ସକାଳୁ ସେ ଢାଙ୍କି ହୋଇଥାଏ ସୁନେଲି କିରଣରେ ତା' ନିଦ ଭାଙ୍ଗିଯାଏ କୃଷକ ପୁଅ ବିଲଆଡ଼େ ମାଡ଼ିଯାଏ ମା'ଙ୍କର ବିରକ୍ତି ଭରା ଗାଳି ଶୁଣି ନିଦ ମୋର ହଜିଯାଏ ଏପଟେ ଘରୁ ଚକୁଳିର ବାସ୍ନା ମୋ ପାଶେ ମାଡ଼ିଆସେ…

Continue Readingଶୀତ ସକାଳର ମୋ ଗାଁ