Corona Virus

କରୋନା !

କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍‌କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି…

ଅଧିକ ପଢ଼ନ୍ତୁ
bagha-matichhi

ବାଘ ମାତିଛି

ୟେ ପୁଣି କୋଉ ବାଘ? ମଣିଷଖିଆ ବାଘ ଗୁଡ଼ା ତ କେବେରୁ ପୃଥିବୀରୁ ଲୋପ ପାଇଗଲେଣି । ପୁଣି ଥରେ ବାଘ ମାତିଛି !!! କଥାଟା ଠିକରେ ବୁଝା ପଡ଼ିଲାନି ଗାଁ’ର ସେ ମାଉସୀକୁ ସେଦିନ । ଗାଁ’ର ମୁରବୀ ସେଦିନ ବାଘର ଉତ୍ପାତ ବିଷୟରେ ମାଉସୀକୁ ଆଗରୁ ସୂଚନ ଦେଇଥିଲେ ବି ମାଉସୀ କଥାଟାକୁ ଏତେ ଗୁରୁତ୍ଵ ଦେଇନଥିଲେ । ଦିନ କେଇଟାରେ ତା’ର ଝିଅ ବାହାଘର । ବାହାଘର ୮୦ ଭାଗ କାମର ପ୍ରସ୍ତୁତି…

ଅଧିକ ପଢ଼ନ୍ତୁ
Grisma Abakashante

ଗ୍ରୀଷ୍ମ ଅବକାଶାନ୍ତେ

କାଲି ସାକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ’ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ’ କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର…

ଅଧିକ ପଢ଼ନ୍ତୁ