Ajana Shakti - Odia Story by Sushree Nayak

ଅଜଣା ଶକ୍ତି

ସବୁବେଳେ ଦେଖେ ବାପାଙ୍କୁ, ସେ ନିଜ କାମ ଚୁପଚାପ୍ କରିଦିଅନ୍ତି । ଆଉ ସବୁବେଳେ ଲାଗେ ବାପାଙ୍କୁ ସବୁ ଜଣା ଅଛି । ମୁଁ ଯଦି କେବେ ଡରିଯିବି, ଅସୁବିଧାରେ ପଡ଼ିଯିବି ବାପା ଅଛନ୍ତି । ଘରେ ବି ସମସ୍ତେ ଏମିତି ହିଁ ଭାବନ୍ତି, ଖାଲି ଘରେ କାହିଁକି ସମ୍ପର୍କୀୟ ମାନେ ବି । ଧୀରେ ଧୀରେ ବଡ଼ ହେଲି, ଆଉ ଦିନେ ହଠାତ ଭାବିଲି, ତାଙ୍କୁ କ’ଣ କେବେ ଡର ଲାଗେନି? ଏତେ ସାହସ କେଉଁଠୁ…

ଅଧିକ ପଢ଼ନ୍ତୁ
kukura-nyaya

କୁକୁର ନ୍ୟାୟ

ତ୍ରେତୟା ଯୁଗର କଥା । ରାଜା ରାମଚନ୍ଦ୍ର ବନବାସ ସାରି ଅଯୋଧ୍ୟାର ରାଜଗାଦିରେ ଏକ ଉତ୍ତମ ରାଜା ରୂପେ ଶାସନ କରୁଥାନ୍ତି । ପ୍ରଜା ବତ୍ସଳ ରାଜା ରାମଚନ୍ଦ୍ର ଏକ ନିୟମ କରିଥାନ୍ତି, ଯେପରିକି ଯେକୌଣସି ପ୍ରଜା ତାଙ୍କ ନିକଟକୁ ଯେକୌଣସି ସମୟରେ ନ୍ୟାୟ ପାଇବା ଉଦେଶ୍ୟରେ ଆସିପାରିବେ । ସେହି କାରଣରୁ ସେ ରାଜତ୍ୱର ନିକଟରେ ଏକ ବିଶାଳ ଘଣ୍ଟାର ସ୍ଥାପନ କରାଇଥିଲେ । ରାମରାଜ୍ୟରେ ସମସ୍ତ ପ୍ରଜା ସୁଖ ଶାନ୍ତିରେ କାଳାତିପାତ କରୁଥିଲେ, କେଉଁଠାରେ…

ଅଧିକ ପଢ଼ନ୍ତୁ
fashion-show

ଫେସନ ସୋ

ସମୟ ପାଞ୍ଚ ସାଢ଼େ-ପାଞ୍ଚ ହେବ । ନିଜର ନିତିଦିନିଆ କାମ ସାରି ବସ୍ତିକୁ ଫେରୁଥାଏ ସଲମାନ୍ । ମନରେ ଅସରନ୍ତି ଆନନ୍ଦ, ଆଜି ମାଲିକ ଖୁସି ହୋଇ ପୁରା ପଇସା ଦେଇଛି, ପଚାଶ ଟଙ୍କା । ଭଙ୍ଗା ବୋତଲ, ଭଙ୍ଗା ପ୍ଲାଷ୍ଟିକ୍, ଜରି, ପାଣି ବୋତଲ, ଛିଣ୍ଡା ପୋଷାକ ଆଦି ଯୋଗାଡ଼ କରି ଦୁଇ ଅଖା ଫୁଲ୍ କରିଥିଲା ଆଜି ସେ । ସେଥିପାଇଁ ମାଲିକ ଖୁସି ହୋଇ ତାକୁ ମଧ୍ୟ ଖୁସି କରିଥିଲା । ମନେ…

ଅଧିକ ପଢ଼ନ୍ତୁ
Baula-Gai-Gapa

ବଉଳା ଗାଈ ଗପ

ହଠାତ୍ ସୁମିତ୍ରା ହାତରୁ ଫୋନ୍ ଖସିପଡ଼ିଲା । ଲଥ୍ କରି ଚେୟାରରେ ବସିପଡ଼ିଲା । ଗୋଡ଼ରୁ ମୁଣ୍ଡ ଯାଏଁ ଥରୁଥିଲା ସିଏ । କ’ଣ କରିବ? କାହାକୁ କହିବ? ଅମିତ୍ ହିଁ ତ’ ସେଠାକାର ଜିଲ୍ଲାପାଳ, ତାଙ୍କ ପାଇଁ ପୁଣି କାହାକୁ ଗୁହାରି କରିବ? ଆଜି ସକାଳୁ ତ’ କହିକି ଯାଇଥିଲେ, “ଦେହ ଟା ଭଲ ଲାଗୁନି, ଯଦି ହବ ଘରକୁ ଜଲ୍‌ଦି ଚାଲିଯିବି, ତୁମେ ପରେ ଡାକ୍ତରଖାନାରୁ ଆସିଲେ ଚଳିବ ।” କେମିତି ହେଇଗଲା ଏସବୁ?…

ଅଧିକ ପଢ଼ନ୍ତୁ
Apurnata Odia story by Biplab Rout

ଅପୂର୍ଣ୍ଣତା

ଦିନେ ସାଇଟ କାମ ପାଇଁ ଏକ ବସ୍ତି ଅଞ୍ଚଳ ଦେଇ ଯାଉଥାଏ । ପ୍ରବଳ ଭୋକ ଲାଗୁଥାଏ । ଗୋଟିଏ ଚା’ ଦୋକାନରେ ଅଟକି ବିସ୍କୁଟ ଖାଉଥାଏ । ହଟାତ୍ ନଜର ପଡ଼ିଲା ଗୋଟିଏ ଝିଅ ଉପରେ । ଝିଅଟିର ବାମ ହାତ ନଥିଲା । କିନ୍ତୁ ନିଜର ଗୋଟିଏ ହାତରେ ସେ ବାଡ଼ିଟିଏ ଧରି ପିଜୁଳି ପାରୁଥାଏ । ଦୋକାନରେ ଛିଡ଼ା ହୋଇଥିବା ଜଣେ ଯୁବକ ଦୋକାନୀକୁ କହିଲା- “ଭାଇ ଝିଅଟା ଦେଖିବାକୁ ସୁନ୍ଦର କିନ୍ତୁ…

ଅଧିକ ପଢ଼ନ୍ତୁ