Gachhatie Kara Mote

ଗଛଟିଏ ମତେ କର

ଯେତେ ଯାହା କଲେ ହାଣିଲେ କାଟିଲେ ଗଛ କ’ଣ କିଛି କହିଛି ଖରା କି ବରଷା କାକର କୁହୁଡ଼ି ନୀରବରେ ସବୁ ସହିଛି ॥ ବିପଦ ଆପଦ ଜୀବନେ ଆସିଲେ ମଥା ପାତି ଆମେ ସହିବା; ଗଛ ଶିକ୍ଷା ଦିଏ ସହିବା ଗୁଣଟି ସଭିଙ୍କୁ ଏ କଥା କହିବା ॥ ଗଛ ଦାନ କରେ ଫଳ, ମୂଳ, କାଠ ମହୁ, ଲାଖ, ଝୁଣା, ଟସର କାହାର ଦାନରେ ମଣିଷ ବଞ୍ଚିଛି ନିଜକୁ ଏ ପ୍ରଶ୍ନ କର !! ପର…

ଅଧିକ ପଢ଼ନ୍ତୁ
Krushna Kabari

କୃଷ୍ଣ କବରୀ

ତମ କୃଷ୍ଣ କବରୀର ଗୋଲାପ ପାଖୁଡ଼ା ମତୁଆଲା କରେ ମତେ । ସୁଗନ୍ଧରେ ତା’ର ମହକି ଉଠୁଛି ମୋ ପ୍ରେମ ଗମ୍ଭିରୀ ଭିତରେ ସାଇତା ସ୍ଥାନ ଯେତେ । ଚିର ଇପ୍ଷିତ ଚିର ଆକାଂକ୍ଷିତ ତମେ ମୋ ସ୍ୱପ୍ନର ରାଜଜେମା । ରୋମାଞ୍ଚିତ ମନ ନିବିଡ଼ ସମ୍ପର୍କ ତମେ ପୁଣି ମୋର କଳ୍ପନାର ଅପ୍ସରା । ହୃଦୟରେ ମୋର ସାଇତା ହୋଇଛି ତମ ଦେହର ସେଇ ତାତି । ପ୍ରେମ ପ୍ରଣୟରେ ଭରା ମୋ ଦେହର ସେଇ ଉଷ୍ମ ଅନୁଭବ ଏବେ ବି କରେ…

ଅଧିକ ପଢ଼ନ୍ତୁ
Kumaritwa

କୁମାରୀତ୍ୱ

ଆଖି ଖୋଲା ହେଉ ହେଉ ତା’ ଚରିତ୍ର ଉପରେ ପ୍ରଶ୍ନ । ବନ୍ଦ କଲେ ତ ସ୍ୱପ୍ନର କୁହେଳିକା । ତୋ’ର ଗୋଟିଏ ନ୍ୟୁନ ଚିନ୍ତାଧାରା ତା’ର ଅସ୍ଥିତ୍ଵ ଛଡ଼ାଇ ନେଲା ! କିଛି ବୁନ୍ଦା ପାଇଁ ସମାଜ ତା’ର ଚରିତ୍ରରେ କଳଙ୍କ ବୋଲିଦେଲା ! କାଲି ପିତାମାତା କହି ଫୁଲେଇ ହୋଇ ଆଣିଥିବା କିଛି ଲୋକଙ୍କ ପାଇଁ, ଆଜି ସେ ବାରଙ୍ଗନା, କୁଳଟା, ଚରିତ୍ରହୀନା ପାଲଟିଗଲା । ମାତ୍ର ଗୋଟିଏ ଧଳା ଚାଦରରେ ତା’ର ଚଉଦିଗ ଘନ କଳା ଅନ୍ଧକାର ହୋଇଗଲା? କେଉଁ…

ଅଧିକ ପଢ଼ନ୍ତୁ
Abujha Mana

ଅବୁଝା ମନ

ଜନାରଣ୍ୟ ଭିତରେ ଦିନେ ନିରିହ ମନଟା ହଜିଗଲା । କିଛି ବାଟ ଅତିକ୍ରମ କଲାପରେ ଗୋଟିଏ ଦୋଛକି ରାସ୍ତା ପଡ଼ିଲା । ଗୋଟିଏ ଆଲୋକର ପଥ ଓ ଅନ୍ୟଟି ଅନ୍ଧାରର । ଦ୍ୱନ୍ଦ ମଧ୍ୟରେ ମନଟି ନିଷ୍ପତ୍ତି ନେଇପାରିଲା ନାହିଁ ସେ କେଉଁ ପଥକୁ ଆପଣାର କରିବ । ହଠାତ୍ ଆଲୋକ ପଥରେ ମାୟା ହରିଣୀକୁ ଦେଖି ତା ପଛରେ ଧାଇଁବାକୁ ଲାଗିଲା । ଧାଇଁ ଧାଇଁ ମନ ଯେତେବେଳେ କ୍ଲାନ୍ତ ହୋଇଗଲା ସେ ବିଶ୍ରାମ ନେବା ପାଇଁ ଟିକେ ସ୍ଥାନ ଖୋଜୁଥିଲା । ସେ…

ଅଧିକ ପଢ଼ନ୍ତୁ
Kamana

କାମନା

ଅସରନ୍ତି ତୃଷ୍ଣା ଏ ମନର ଘର ନରକ ପଥରେ ହୁଏ ଅଗ୍ରସର ॥ ଚଞ୍ଚଳ ମନଟି କାମନାର ଦାସ ଶରୀର ସୁଖ ପାଇଁ ଦୁଃଖକୁ ଗ୍ରାସ ॥ ଆଜିର ନାରୀକୁ ସଜାଇ ଖେଳଣା କାମନା ଭୋକରେ ହେଲୁ ବାଟବଣା ॥ ସମାଜ ଏପାଇଁ କରିଅଛି ନୀତି ମାନବିକତା ଭୁଲି କରୁ ପୀରତି ॥ ସୃଷ୍ଟିର ଏ ପୁଅ ହଉ କି ସେ ଝିଅ କାମନା ମାୟାରେ ବରତୀ ନ ରୁହ ॥ କାମନାକୁ କରି ହୃଦୟୁ ଦମନ…

ଅଧିକ ପଢ଼ନ୍ତୁ