Shilaghati: Untold History of Odisha (ଶିଳଘାଟି: ଏକ ବିସ୍ମୃତ ଇତିହାସ) by Sai Prakash

ଶିଳଘାଟି: ଏକ ବିସ୍ମୃତ ଇତିହାସ

ସ୍ୱାଧୀନତା ସଂଗ୍ରାମର ଅନେକ ଛୋଟ ଛୋଟ ଘଟଣାବଳୀ ଏବେ ଲୋକଙ୍କ ମନରୁ ବିସ୍ମୃତ ଏବଂ ସେ ବିଷୟରେ ଇତିହାସ ମଧ୍ୟ ନିରବ । ବିପ୍ଳବୀବୀର ବାଘାଯତୀନଙ୍କ ସଶସ୍ତ୍ର ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ଭୂମିକା ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଅଛି, କିନ୍ତୁ ସେଇ ମୟୂରଭଞ୍ଜ ଜିଲ୍ଲାର ଏକ କ୍ରାନ୍ତିତୀର୍ଥ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରଠୁ ୩୪ କିମି ଦୂରରେ ପୂର୍ବ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ…

ଅଧିକ ପଢ଼ନ୍ତୁ
Samudra Kulara Sei Grama (ସମୁଦ୍ର କୂଳର ସେଇ ଗ୍ରାମ) by Sai Prakash

ସମୁଦ୍ର କୂଳର ସେଇ ଗ୍ରାମ

“ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତବର୍ଷ ବହୁତ କିଛି ପାଇଛି; ବହୁତ କିଛି ହରାଇଛି । ହରାଇଥିବା ବିଭବସବୁ ଭିତରେ ବୋଧହୁଏ ସବୁଠାରୁ ମୂଲ୍ୟବାନ ତା’ର ପଲ୍ଲୀ ବାତାବରଣ । ହୁଏତ ଏ କ୍ଷତି ଥିଲା ଅନିବାର୍ଯ୍ୟ । ଅନିବାର୍ଯ୍ୟ… କିନ୍ତୁ ଅପୂରଣୀୟ ।” ଭାରତର ତତ୍କାଳୀନ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ନିଜ ଅଗଣିତ ଲେଖା ମାଧ୍ୟମରେ ଉଦଜୀବିତ କରିଥିବା ଶବ୍ଦର ଯାଦୁକର ଶ୍ରୀ ମନୋଜ ଦାସଙ୍କ ଉପରୋକ୍ତ ଉକ୍ତି ଆଜି ବି ମାନସ ପଟରୁ ଅପସରି…

ଅଧିକ ପଢ଼ନ୍ତୁ
Maa Gadachandi Pitha, Keonjhar (ମା’ ଗଡ଼ଚଣ୍ଡୀ ପୀଠ, କେନ୍ଦୁଝର)

ମା’ ଗଡ଼ଚଣ୍ଡୀ ପୀଠ

ମାଘ ମାସ ସଂକ୍ରାନ୍ତି ତଥା ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠେ କେନ୍ଦୁଝର ଜିଲ୍ଲାର ଅନ୍ୟତମ ଦେବୀପୀଠ; ମାଆ ଗଡ଼ଚଣ୍ଡୀ ପୀଠ (Gadachandi Pitha), ଯାହାକି ୧୯୯୮ ମସିହାରେ (ମନ୍ଦିର ପରିସରରେ ଥିବା ଫଳରେ ଉଲ୍ଲେଖ ଅଛି) ପର୍ଯ୍ୟଟନର ମାନ୍ୟତା ପାଇଥିଲା ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ତରଫରୁ । ମକର ସଂକ୍ରାନ୍ତି ଦିନଠାରୁ ତିନିଦିନ ଧରି ସେଠାରେ ଆୟୋଜନ କରାଯାଇଥାଏ ଏକ ଶାନ୍ତିଯଜ୍ଞ, ଯେଉଁଠାରେ ଶତାଧିକ ଲୋକଙ୍କର ସମାଗମ ହୋଇଥାଏ । ଏକ ଛୋଟ ମେଳା…

ଅଧିକ ପଢ଼ନ୍ତୁ
Travel Blog on Abu Dhabi - Arabya Rajanira Sahara (ଆରବ୍ୟ ରଜନୀର ସହର) by Dr. Amrita Pani

ଆରବ୍ୟ ରଜନୀର ସହର

ବ୍ରିଟେନରୁ ଫେରିବା ସମୟରେ ସଂଯୁକ୍ତ ଆରବର ରାଜଧାନୀ ଏବଂ ଅନ୍ୟତମ ବିତ୍ତଶାଳି ରାଷ୍ଟ୍ର ଆବୁଧାବିରେ (Abu Dhabi) ଦୁଇ ଦିନ ରହିବା ଯୋଜନା କରାଯାଇଥିଲା । ଯେହେତୁ ପୂର୍ବରୁ ଦୁବାଇ ମାଧ୍ୟମରେ ଆରବୀୟ ସଂସ୍କୃତି ଉପରେ ସମ୍ୟକ ଧାରଣା ହୋଇଯାଇଥିଲା, ଆବୁଧାବି ପହଞ୍ଚିବା ପରେ ବିଶେଷ କିଛି ନୂଆ ଲାଗିଲାନି । ଏବଂ ଗୋଟିଏ କଥା ହିଁ ସମାନ ଥିଲା, ଅସହ୍ୟ ତାତି । ପର୍ସିଆନ ଗଲ୍ଫ ସାଗର ଘେରି ରହିଥିବା ପ୍ରାଚୁର୍ଯ୍ୟମୟ ଦ୍ୱୀପ ଆବୁଧାବି ସଂଯୁକ୍ତ…

ଅଧିକ ପଢ଼ନ୍ତୁ
A travel blog by Dr. Amrita Pani on Scotland's compact, the hilly capital Edinburgh (ଦୁର୍ଗ ନଗରୀ ଏଡିନବରା)

ଦୁର୍ଗ ନଗରୀ ଏଡିନବରା (Edinburgh)

ପୂର୍ବରୁ ମୋର ଲଣ୍ଡନ ଅନୁଭୂତି ଲେଖାରେ ମୁଁ ସମ୍ୟକ ସୂଚନା ଦେଇଥିଲି ମୋର ସ୍କଟଲାଣ୍ଡ ଯାତ୍ରା ବିଷୟରେ । ତେଣୁ ସ୍ଥିର କଲି ଏଥର ସେହି ଅନୁଭୂତିରୁ କିଛି ବାଣ୍ଟିବି ଆପଣ ମାନଙ୍କ ସହ । ସ୍କଟଲାଣ୍ଡ ଯିବା ଲାଗି ଦିଲ୍ଲୀରୁ ସିଧା ସଳଖ ବିମାନ ବ୍ୟବସ୍ଥା ଥିଲେ ମଧ୍ୟ ଆମର ଗସ୍ଥ ପ୍ରାଚୁର୍ଯ୍ୟର ସହର ଦୁବାଇ ମାଧ୍ୟମରେ ସ୍ଥିର ହୋଇଥିଲା । ସେହି ଅନୁଭୂତି ମୁଁ ଆଉ କେବେ ବର୍ଣ୍ଣନା କରିବି । ଦୁବାଇରୁ ଏମିରେଟସ…

ଅଧିକ ପଢ଼ନ୍ତୁ