ଅଭିଶପ୍ତ ଗୋଲାପ
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉଭୟ ଛାତ୍ରଛାତ୍ରୀଙ୍କ ମନରେ ଆଗାମୀ ଭବିଷ୍ୟତ ପାଇଁ ସହସ୍ର ଉତ୍କଣ୍ଠା ଜାଗ୍ରତ ହୋଇଥାଏ । କ’ଣ ପଢ଼ିବେ, କେଉଁଠି ପାଠ ପଢ଼ିବେ, କେଉଁ ପାଠ ପଢ଼ିଲେ ଭଲ ଚାକିରି ମିଳିବ ଇତ୍ୟାଦି କଥା ପିଲାମାନଙ୍କର ଅବିଭାବକମାନେ ନିଷ୍ପତ୍ତି ନେଇଥାନ୍ତି । ଚଳିତ ବର୍ଷ ପରୀକ୍ଷାରେ କୈଳାସ ବାବୁଙ୍କ ଝିଅ ଅଲିଭା ଭଲ ନମ୍ବର ରଖି ପାସ କରିଛି । ଖାଲି ପାସ କାହିଁକି, କଲେଜର ଟପ୍ପର ହୋଇଛି ସେ । କୈଳାସ ବାବୁଙ୍କ…

