Odia Poem Jibana (ଜୀବନ) by Swayangprajna Mishra

ଜୀବନ

ଜୀବନ, ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ଅବଦାନ ଏହାର ପ୍ରତ୍ୟେକଟି ପୃଷ୍ଠା ରୋମାଞ୍ଚକର । କିଛି ମୁହୂର୍ତ୍ତ ଏଠି ଜୀଇବା କଷ୍ଟକର ହୋଇଯାଏ, ଆଉକିଛି ମୁହୂର୍ତ୍ତ ଅଭୂଲାସ୍ମୃତି ହୋଇ ରହିଯାଏ । କିଛି କିଛି ଅଜଣା ମଣିଷ ଏଠି ଆପଣାର ଲାଗନ୍ତି, ଆଉ କିଛି ଆପଣାର ଲୋକ ଶକ୍ତ ଆଘାତ କରନ୍ତି । ବଞ୍ଚିବାପାଇଁ ଏଠି ସଂଘର୍ଷ କରିବାକୁ ପଡ଼େ, କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼େ । ଏସବୁକୁ ଜିତି ଯିଏ ବଞ୍ଚିବା ଶିଖିଛି, ଜୀବନର ମୂଲ୍ୟ ବୋଧେ ସିଏ…

ଅଧିକ ପଢ଼ନ୍ତୁ
Jibana (ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍) Odia Poem by Biswanath Kinkar Rout

ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍

!! ୧ !! ସହନଶକ୍ତିର ପ୍ରସ୍ତର ଯେବେ ତରଳି ଯାଏ ଧୈର୍ଯ୍ୟର ବନ୍ଧ ଭାଙ୍ଗି ପ୍ଲାବିତ କରିଦିଏ ସୁନ୍ଦର ଢଳ ଢଳ ନୟନ ରାଇଜକୁ ତାକୁ ସମସ୍ତେ କହନ୍ତି “ଲୁହ” । !! ୨ !! ଯେବେ କେବେ ପୂର୍ଣ୍ଣତାର ବାରି ସିଞ୍ଚି ହୋଇଯାଏ ମନ ବଗିଚାରେ, ଉଚ୍ଛ୍ୱାସର ବୀଜଟିଏ ଉଙ୍କି ମାରେ, ବୟଃ କ୍ରମେ, ଖୁସିର ଗୋଲାପଟିଏ ଫୁଟି ଉଠେ ଅଧର ବୃକ୍ଷରେ, ଆଉ ତା’ ରଙ୍ଗରେ ରଙ୍ଗୀନ ହୋଇଯାଏ ଚିବୁକ ରାଇଜ, ତାକୁ ସମସ୍ତେ କହନ୍ତି “ହସ” । !!…

ଅଧିକ ପଢ଼ନ୍ତୁ
Odia Poem Kie Se (କିଏ ସେ) by Ganesh Prusty

କିଏ ସେ?

କିଏ ଆଙ୍କି ଦେଲା ନୀଳ ଆକାଶର କାନ୍‌ଭାସ୍‌ରେ ଧଳା ବାଦଲର ଛବି? କିଏ ଭରି ଦେଲା ମାନସ ପଟଳେ ପ୍ରେମ ଭରା ମିଠା ଗୀତି? କାହାଲାଗି ସଜା ସୁନ୍ଦର ଦୁନିଆ ଆତ ଜାତ ଚନ୍ଦ୍ର ରବି? ଖୋଜିଲି ଅନେକ… ସେ ଅଦୃଶ୍ୟ ପ୍ରତିମାକୁ ପାରିଲିନି କେବେ ଦେଖି । ହୃଦ୍‌ବୋଧ ହେଲା ସବୁ ତ ତାଙ୍କର ସେ ସ୍ରଷ୍ଟା ସେ ସୃଷ୍ଟି । ସର୍ବତ୍ର ବିଦିତ ଅସୀମ ଅନନ୍ତ ନାହିଁ ତାଙ୍କ ପ୍ରତିଛବି । – ଗଣେଶ ପୃଷ୍ଟି ଗଣେଶ ପୃଷ୍ଟିଗଣେଶ…

ଅଧିକ ପଢ଼ନ୍ତୁ
Odia Poem Alekha Atita (ଅଲେଖା ଅତୀତ) by Abhay Kumar Panda

ଅଲେଖା ଅତୀତ

ନିଦାଘ ରବିଙ୍କ ଉତ୍ତପ୍ତ କିରଣ, ଆକାଶେ ଶାଗୁଣା, ଚିଲ ସମ୍ମେଳନ । ପବନେ ଭାସୁଛି ଶବ୍ଦ ବିକଟାଳ, ରକ୍ତସ୍ନାତ ମହୀ ଦିଶୁଛି ଉଜ୍ୱଳ ॥ ବସନ୍ତ ପବନେ ରକ୍ତଭିଜା ଗନ୍ଧ, ସୂଚନା ଦେଉଛି ସରିଛି ଏ ଯୁଦ୍ଧ । ଭୂପତିତ ସେହି ଶବର ସମ୍ଭାର, ଲେଖିଛି ଘଟଣାକ୍ରମ ଏ ଯୁଦ୍ଧର ॥ ଶିରହୀନ କେତେ ଅନାମିତ ନର, ସାଜିଛନ୍ତି ଆଜି ଲହୁର ସାଗର । ଲହୁରେ ପ୍ରସ୍ତୁତ ତିଳକ ଲଗାଇ, ଆଜି କେହିଜଣେ ହୋଇଛି ବିଜୟୀ । ତିଳକ ପାଇଁ କି କେତେ…

ଅଧିକ ପଢ଼ନ୍ତୁ
Odia Poem Swadhinatara Istahara (ସ୍ୱାଧୀନତାର ଇସ୍ତାହାର) by Abhishek Tripathy

ସ୍ୱାଧୀନତାର ଇସ୍ତାହାର

ଦିନେ ଖାଇଲେ ଦି ଦିନ ମୁଁ ଉପାସ ଯେତେ ସରକାରୀ ଯୋଜନାସବୁ, ମୋ ପାଇଁ ମୂଲ୍ୟହୀନ ତୁଚ୍ଛା ଉପହାସ । କାଗଜରେ ଲେଖା ହେଇ ସବୁ ତ ଆସେ ହେଲେ କେଜାଣି କେମିତି ଅଧା ରାସ୍ତାରୁ, ଅଦୃଶ୍ୟ ହେଇ ଆଉ କାହା ପକେଟରେ ପଶେ । ସ୍ୱାଧୀନ ହେଇ ବି ମୁଁ ଗୋଲାମ ଆଜି ଦୁର୍ନୀତିର କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର? ମୁଁ ଗୋଟେ ସ୍ୱାଧୀନ ଗରିବ, ଆଉ ଏହା ମୋ’ର ଇସ୍ତାହାର ॥ ମାଟି ମୋ…

ଅଧିକ ପଢ଼ନ୍ତୁ