ମୋ ସୁନା ଭଉଣୀ
ମୋତି ଝରୁଥିଲା ହସରୁ ତୋହର ଲାଗୁଥିଲା କେତେ ଖୁସି ସୁଖରେ ଦୁଃଖରେ ଭଲରେ ମନ୍ଦରେ ରହୁଥିଲେ ଆମେ ମିଶି । ଅଳ୍ପଦିନ ପାଇଁ ସଂସାରକୁ ଆସି କରିଲୁ ସଭିଙ୍କୁ ନିଜର ଭାଇ ଭାଇ କହି ହାତେ ବାନ୍ଧୁଥିଲୁ ସେନେହେ ରାକ୍ଷୀର ଡୋର । କୁଆଡ଼େ ଗଲୁଲୋ ମୋ ସୁନା ଭଉଣୀ ଛିଡ଼େଇ ସେନେହ ଡୋରି ଏକା ଛାଡ଼ିଦେଇ ପର କରିଗଲୁ ଚାଲିଗଲୁ ଆରପାରି । ଆଜି ବି ଖୋଜୁଛି ଏଇ ହାତ ମୋର ତୋ’ ରାକ୍ଷୀ ବାନ୍ଧିବା ପାଇଁ ହେଲେ ମୁଁ…

