ନାଟକର ଶେଷ ଦୃଶ୍ୟ

ନାଟକର ଶେଷ ଦୃଶ୍ୟ

ଅଢ଼େଇ ଅକ୍ଷରେ ସମ୍ପୂର୍ଣ୍ଣ ଏ ନାଟକର ଶୀର୍ଷକ ପଞ୍ଚଇନ୍ଦ୍ରିୟରେ ସପ୍ତଗୁଣ ଖୋଜେ ଏ ନାୟକ ସାତଗ୍ରହ ଚରିତ୍ରର ସ୍ରଷ୍ଟା ନିର୍ଦ୍ଦେଶକ ତୁମେ ତୁମେ ହିଁ ରଙ୍ଗମଞ୍ଚର ଲେଖକ, ପାଳକ ଓ ଦର୍ଶକ । ପ୍ରଥମ ଦୃଶ୍ୟ ଦିଏ ମୋହ, ମାୟା, ବୈରାଗର ପରିଚୟ ଦ୍ୱିତୀୟ ଦୃଶ୍ୟରେ ଥାଏ ଆଚାର ବିଚାରର ସମନ୍ୱୟ ନାୟକର ଉର୍ଦ୍ଧ୍ବଗାମୀ ମୋହ ଯେବେ ଅତିକ୍ରମ କରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କିଏ ବା କଳ୍ପନା କରିବ, କ’ଣ ହବ ନାଟକର ଶେଷ ଦୃଶ୍ୟ ।…

ଅଧିକ ପଢ଼ନ୍ତୁ
ଚେତନା ଓ ଜଡ଼

ଚେତନା ଓ ଜଡ଼

ଚେତନ ସ୍ବଭାବ ଶରୀର ସ୍ବଭାବ ଅଟଇ ତ ଭିନ୍ନ ଭିନ୍ନ । ଚେତନତା ସହ ଏଇ ଶରୀରର ହୋଇ ନ ପାରେ ମିଳନ । ଚେତନା ସହିତ ଜଡ଼ ମିଶେଇବା କୈଣସି ଉପାୟ ନାହିଁ । ଦୃଶ୍ୟ ଆଉ ଦ୍ରଷ୍ଟା ଭିନ୍ନ ଭିନ୍ନ ହୋଇ ସର୍ବଦା ହିଁ ଥିବେ ରହି । ଚେତନ ତତ୍ତ୍ୱକୁ ଜଡ଼ ସହ ଯୋଡ଼ିଲେ କି ସେ ହୋଇବ ଜଡ଼ । ଚେତନକୁ ପରମାତ୍ମା ଠାରୁ ଭିନ୍ନ କଲେ କି ସେ ହେବ…

ଅଧିକ ପଢ଼ନ୍ତୁ
ଭାଷାର ବିପତ୍ତି

ଭାଷାର ବିପତ୍ତି

ଲୋକଂକ ବାଣୀ ନିୟଂତ୍ରଣ ପ୍ରଚେଷ୍ଟା ଅଟେ ଅକାରଣ ଶବ୍ଦକୋଷ କି ବ୍ୟାକରଣ ନ ହୋଇପାରେ ସର୍ବମାନ୍ୟ ନିର୍ଦିଷ୍ଟ କାଳେ ସ୍ଥଳେ ଭାଷା ଯେମିତି ସୁଦଶା ଦୁର୍ଦଶା ଭୋଗେ, ତହିଁର ବିବରଣ ଲିଖିତ ବହି ବ୍ୟାକରଣ ଭୁଲ୍‌ କି ଠିକ୍‌ ନିରୂପଣ କରିବା ନୁହେ ସମୀଚୀନ ନିଜେ ବୋଲାଇ ସର୍ବୋତ୍କୃଷ୍ଟ ବ୍ୟକ୍ତି ହିଁ କରେ ଭାଷା ଭ୍ରଷ୍ଟ ଜଣେ କହିଲେ ଜଣେ ବୁଝି ଚଳାଂତି ଆପଣା ମରଜି ଏଥିରେ ଅନ୍ୟ କେହି ମଥା ଘୂରାଇ ପାଏ ମନେ ବ୍ୟଥା…

ଅଧିକ ପଢ଼ନ୍ତୁ
ଜୀବନ ପୃଷ୍ଠାରେ

ଜୀବନ ପୃଷ୍ଠାରେ

ଜୀବନର କିଛି ପୃଷ୍ଠାର ପଛକୁ ଯାଇ ଦେଖେ ତ ତୁମକୁ ପାଏ ସ୍ମୃତିକୁ ରୋମନ୍ଥନ କରେ ତୁମସାଥେ ଚୁପ୍ ଚାପ ନଈକୂଳ ତୁଠରେ ରାଗ ଅଭିମାନ ସବୁ ଅଜାଡ଼ି ଦିଅ ମୋ ଉପରେ ଆଉ ବାନ୍ଧି ହୋଇଯାଅ ମୋ ଛାତି ଚିବୁକରେ ଢଳ ଢଳ ଲୋତକ ପୁର୍ଣ୍ଣ ଆଖିରେ କୁହ ଛାଡ଼ି ଚାଲିଯିବନି ତ ସମୟ ସୁଅରେ ସେହି ଅମୂଲ୍ଯ ସମୟରେ ନିଜକୁ ସମ୍ଭାଳି ପାରୁନଥିଲି ସତରେ ପୂର୍ବରୁ ନିଜକୁ ସମର୍ପଣ କରିଥିଲି କେବଳ ହୃଦୟକୁ ଛୁଇଁ…

ଅଧିକ ପଢ଼ନ୍ତୁ
ଶବ୍ଦର ବହୁ ରୂପ ଭେକ

ଶବ୍ଦର ବହୁ ରୂପ ଭେକ

ଏହାର ତାହାର, ଆମର ତାଂକର ଭିତର ବାହାର ଶବ୍ଦ ଜଣା ପଡ଼େନାହିଁ ସହଜେ ଲୋକଂକୁ କିପାଇଁ ବୃଥା ବିବାଦ ଯେଉଁ ଶବ୍ଦ ଯେଉଁଠାରୁ ଆସିଥାଉ ପଡ଼ିଲେ ଲୋକଂକ କାନେ ତାହା ବଦଳାଇ ସୁବିଧାନୁସାରେ ସାଇତି ରଖଂତି ମନେ କାଳେ ଦରକାର ପଡ଼ିଯାଇପାରେ କିଏ ଜାଣେ କେବେ ଦିନେ ବେଶି ଜାଣିଥିଲେ କମ୍‌ ହଇରାଣ ଏମିତି ବୁଝଂତି ଜନେ ଯେତେ ଭାଷା ହୁଏ ନିତ୍ୟ କଥିତ ସବୁ ରହି ମିଳିମିଶି ଲୋକ ମନ ଭାବ ରୁଚି ଅନୁଯାୟୀ ପାରଂତି…

ଅଧିକ ପଢ଼ନ୍ତୁ