Editorial Page of Shubhapallaba 6th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଷଷ୍ଠ ସମ୍ପାଦକୀୟ

ଏ ଦୁନିଆର ପ୍ରାୟତଃ ସଭିଏଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଆଉ ଏ ବ୍ୟସ୍ତବହୁଳ ଦୁନିଆରୁ ତାଙ୍କୁ ଟିକିଏ ଦୂରେଇ ଯିବାକୁ ହେଲେ ଅଧିକାଂଶ ମନୋରଞ୍ଜନ କରିବାକୁ ଗୀତ ଶୁଣନ୍ତି, ନାଟକ, ଫିଲ୍ମ ଇତ୍ୟାଦି ଦେଖନ୍ତି । ଏବେ ବୋଧେ ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ଜିନିଷ ମଧ୍ୟରେ ଫିଲ୍ମ ଆଗରେ ଆସିବ । କଥାଚିତ୍ରର ରୂପରେଖ ଧୀରେ ଧୀରେ ବଦଳି ଆସିଛି ଆଉ ଏବେ ପ୍ରାୟ ଅନେକ ଜାତୀୟ ତଥା ଆଞ୍ଚଳିକ ଭାଷାରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 5th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ପଞ୍ଚମ ସମ୍ପାଦକୀୟ

‘ପୁଷୁ ତୋଣି‘ “ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ ଘିଅ ଆଣିଥିବ । ଆଉ ଏ ଯୋଗଣିଖିଆ ମାନା ବାସୁମତି ଚାଉଳ କାଇଁ ଦେଲାନି ତ ! ଝିଅ ଯିବାକୁ ଜମା ଦୁଇଦିନ ରହିଲା, ଏ ସବୁ ନ ଯୋଗାଡ଼ିଲେ କେମିତି ହେବ !! ଆଉ ସେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 4th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଚତୁର୍ଥ ସମ୍ପାଦକୀୟ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ଶିଷ୍ୟ ଶିରୋମଣି ସାରୀପୁତ୍ତ । ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ ସ୍ୱୟଂ ଗୌତମଙ୍କ ଇଚ୍ଛା ବିନମ୍ର ତଥା ଦୃଢ଼ ଭାବରେ ତାଙ୍କ ମାତାଙ୍କଦ୍ୱାରା ଏପରି ଯେ ପ୍ରତ୍ୟାଖ୍ୟାତ ହେବ, ତାହା ଥିଲା ତାଙ୍କ କଳ୍ପନାତୀତ ।…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 3rd Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ତୃତୀୟ ସମ୍ପାଦକୀୟ

“ନମସ୍ତେ ଦାରୁ ରୂପାୟ ମହାପିପ୍ପଳ ମେବ ଚ, ସାକ୍ଷାତ ବ୍ରହ୍ମତରୋ ଦେବ ବ୍ରହ୍ମାକ୍ଷରସମନ୍ୱିତମ ।” ଓଡ଼ିଆ ଘରେ ଶୁଭ କାମଟିଏ ହେଲେ ପ୍ରଥମେ ଖୋଜାଯାଏ ନୀଳାଦ୍ରିବିହାରୀ ନୀଳକନ୍ଦରବାସୀ ପୁରୁଷୋତ୍ତମ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ । ସେ ଏ ଜାତିର ପରା ପ୍ରଥମ ବନ୍ଧୁ ! ସାନ ଭାଇର ବାହାଘର ବେଳେ ବାପାଙ୍କର କଡ଼ା ତାଗିଦ । ଜାଇବଡ଼ି ଅନୁକୂଳ ହେଲାପରେ ପ୍ରଥମ ନିମନ୍ତ୍ରଣ ଯେମିତି ଶ୍ରୀମନ୍ଦିର ଯାଏ ! ତା’ପରେ ଯାଇ ମଉଳା ତାଟ ଘରୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 2nd Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଦ୍ଵିତୀୟ ସମ୍ପାଦକୀୟ

ମହାଶୟ/ମହାଶୟା, ପବିତ୍ର ଉତ୍କଳ ଦିବସରେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏପରି ଏକ ମହାନ ତଥା ପବିତ୍ର ଦିନରେ ନବପଲ୍ଲବର ଦ୍ଵିତୀୟ ସଂସ୍କରଣକୁ ଟେକି ଦେଉଛୁ ଆପଣମାନଙ୍କ ହାତରେ । ପ୍ରଥମ ସଂସ୍କରଣର ଅପାର ସଫଳତା ପରେ ଦ୍ଵିତୀୟ ସଂସ୍କରଣକୁ ଆଜିର ଦିନରେ ପ୍ରକାଶିତ କରି ଆମର ମହାନ ସଂସ୍କୃତି, ପରମ୍ପରା ତଥା ଭାଷାପ୍ରତି ଆମର ଉତ୍ତରଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିଛୁ ମାତ୍ର । ବର୍ଷ ବର୍ଷଧରି ଏ ଜାତି ଉପରେ ହୋଇ ଆସିଛି…

ଅଧିକ ପଢ଼ନ୍ତୁ