Biography of Rajat Kumar Kar (ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର)

ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର

ପଦ୍ମଶ୍ରୀ ରଜତ କୁମାର କର (Rajat Kumar Kar) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ସାହିତ୍ୟ…

ଅଧିକ ପଢ଼ନ୍ତୁ
Biography of Padmabhusan Manoj Das (ପଦ୍ମଭୂଷଣ ମନୋଜ ଦାସ)

ପ୍ରଜ୍ଞାନ ପୁରୁଷ ପଦ୍ମଭୂଷଣ ମନୋଜ ଦାସ

ପଦ୍ମଭୂଷଣ ମନୋଜ ଦାସ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଗାଳ୍ପିକ ତଥା ଔପନ୍ୟାସିକ ଥିଲେ । ଏତଦ ବ୍ୟତୀତ ସେ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ଲେଖନୀ ଚାଳନା କରିଥିଲେ । ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଏବଂ ଭାରତ ସରକାରଙ୍କଠାରୁ ୨୦୦୧…

ଅଧିକ ପଢ଼ନ୍ତୁ
Biography of Padmashree Binapani Mohanty (ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜୀବନି)

ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଥିଲେ ଜଣେ ଅଧ୍ୟାପିକା, ଓଡ଼ିଆ ଗାଳ୍ପିକା ଯିଏକି ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଶାରଳା ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ବୀଣାପାଣି ମହାନ୍ତି ୧୯୩୬ ମସିହାର ନଭେମ୍ବର ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ମାଟ୍ରିକ ପାସ୍ କରିବା ପରେ ୧୯୫୭ ମସିହାରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯…

ଅଧିକ ପଢ଼ନ୍ତୁ
Biography of Binod Kanungo (ମନେପଡ଼ନ୍ତି: ‘ଜ୍ଞାନମଣ୍ତଳ’ ପ୍ରଣେତା ବିନୋଦ କାନୁନ୍‌ଗୋ) by Sindhujyoti Tripathy

ମନେପଡ଼ନ୍ତି: ‘ଜ୍ଞାନମଣ୍ତଳ’ ପ୍ରଣେତା ବିନୋଦ କାନୁନ୍‌ଗୋ

ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ବିନା କୌଣସି ଭାଷା ଶତ ପ୍ରତିଶତ ସମୃଦ୍ଧ ବୋଲି କୁହାଯାଇପାରିବନାହିଁ । ଜ୍ଞାନକୋଷ ରଚନା ଏତେ ସହଜ କଥା ନୁହେଁ । ଏଥିପାଇଁ ଲୋଡ଼ା ମିଳିତ ଉଦ୍ୟମ ସାଙ୍ଗକୁ ଆର୍ଥିକ ସହାୟତା ଓ ମାନସିକ ପ୍ରୋତ୍ସାହନ । ଆଉ ଏସବୁର ଅଭାବ ସତ୍ତ୍ୱେ ଏ ଭଳି ଜଣେ ଓଡ଼ିଆ ଥିଲେ, ଯିଏ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସୃଷ୍ଟି କରିପାରିଥିଲେ, ଆମ ଭାଷାର ଅଦ୍ୟାବଧି ସବୁଠାରୁ ଉନ୍ନତ ଜ୍ଞାନକୋଷ । ସେ ହେଉଛନ୍ତି…

ଅଧିକ ପଢ଼ନ୍ତୁ
Biography of Bhakta Bandhu Mohanty (ଭକ୍ତ ବନ୍ଧୁ ମହାନ୍ତି) by Ashish Kumar Swain

ଭକ୍ତ ବନ୍ଧୁ ମହାନ୍ତି

ବନ୍ଧୁ ମହାନ୍ତିଙ୍କ ଘର ଯାଜପୁର ଜିଲ୍ଲାରେ, କିନ୍ତୁ ଗ୍ରାମ ଜନଶ୍ରୁତି ଏବଂ କାବ୍ୟକାରଙ୍କ ଭିନ୍ନ ଭିନ୍ନ ମତାନୁସାରେ ମହାନ୍ତି ପାଟଣା, ପାଟ ଗ୍ରାମ, କପିଳେଶ୍ୱର ଗ୍ରାମରେ ବୋଲି ଜଣାଯାଏ । ସେ ଥିଲେ ଜାତିରେ କରଣ । ପାଞ୍ଚ ଜଣ ପ୍ରାଣୀଙ୍କୁ ନେଇ ଥିଲା ତାଙ୍କ ସଂସାର; ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ସ୍ତ୍ରୀଙ୍କ ନାମ ମଧ୍ୟ ଭିନ୍ନ ଭିନ୍ନ ମତବ୍ୟକ୍ତ ହୁଏ । କିଏ ମାଳତୀ କହେ ତ କିଏ କନକ ।…

ଅଧିକ ପଢ଼ନ୍ତୁ