ଡ. ବିୟତ୍‌ପ୍ରଜ୍ଞା ଆଚାର୍ଯ୍ୟ

ଡ. ବିୟତ୍‌ପ୍ରଜ୍ଞା ଆଚାର୍ଯ୍ୟ ପେଶାରେ ଜଣେ ଡାକ୍ତର, କିନ୍ତୁ ନିଶା ତାଙ୍କର ସାହିତ୍ୟ ଚର୍ଚ୍ଚା ଏବଂ ଆଧାତ୍ମିକ ସେବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ନିକଟ ଅତୀତର ତାଙ୍କର ପୁସ୍ତକ ମଧ୍ୟ ପ୍ରକାଶ ପାଇଛି ।

Gaparu Gapatie (ଗପରୁ ଗପଟିଏ) by Dr. Viyatprajna Acharya

ଗପରୁ ଗପଟିଏ

ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ ସମ୍ମାନ, ଜୀବନ ବଞ୍ଚାଏ । ମୋର ହାଉସମ୍ୟାନସିପ ବର୍ଷର କଥା । ମେଡ଼ିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ ମେଡିକାଲ କଲେଜ, ସୋମବାର ଆଉ ବିଭାଗୀୟ ମୁଖ୍ୟଙ୍କ ୟୁନିଟ; ଏ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟ୍‌ଡୋର୍‌ରେ ପ୍ରବଳ ଭିଡ଼ । କୌଣସି କାରଣବଶତଃ ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେଦିନ…

ଅଧିକ ପଢ଼ନ୍ତୁ