ତପନ କୁମାର ନାୟକ

ତପନ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Maa (ମାଆ) by Tapan Kumar Nayak

ମାଆ

ଚଲା ପଥେ ମୋର ବାଟ ଭୁଲି ଗଲେ ପ୍ରେମକୁ କରେ ମୁଁ ବନ୍ଧୁ ପ୍ରେମର ନାଆରେ ନାଉରି ହେଇ ମୁଁ ଲଙ୍ଘିଯିବି ଏହି ସିନ୍ଧୁ । (୧) ଯେତେବେଳେ ପ୍ରେମ ହାତ ଛାଡ଼େ ମୋର ମଥାରେ ମୋ ହାତ ଦେଇ କୋଲେଇ ନିଏ ମାଁ ପଣତରେ ତା’ର ମିଠା ମିଠା କଥା କହି । (୨) ହୃଦୟଟି ତା’ର କେଡ଼େ ନିରିମଳ ସେଇଠି ରଖିଛି ମତେ ଦୁଃଖ ହେଉ ଅବା ବିପଦେ ଆପଦେ କୋଳେଇ ନିଏ ତା’…

ଅଧିକ ପଢ଼ନ୍ତୁ