ସ୍ୱାତୀ ସ୍ୱାଗତିକା ଲେଙ୍କା

ସ୍ଵାତୀ ସ୍ଵାଗତିକା ଲେଙ୍କା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Rakhira Sajna by Swati Swagatika Lenka

ରାକ୍ଷୀର ସଂଜ୍ଞା

ସମୟ ରାତି ନ’ଟା ପନ୍ଦର ପାଖାପାଖି ହେବ । ଅଫିସରୁ ଛୁଟି ନେଇ ଆଭା ଘରକୁ ଯିବ ବୋଲି ଟ୍ରେନ୍‌ରେ ତରବର ହେଇ ଚଢ଼ିଲା । ଯିବନି ବି କେମିତି, ରାକ୍ଷୀ ପୁନେଇଁ ପରା ଗୋଟେ ଦିନ ପରେ । ନିଜ ସିଟ୍‌ରେ ବସି ବ୍ୟାଗପତ୍ର ରଖିଦେଇ ଘରକୁ ଫୋନ୍ କରି ଜଣେଇଦେଲା । ଆଉ ସେ ଆସୁଛି ବୋଲି ଭାଇକୁ ନ ଜଣେଇବାକୁ ବି ମାଆଙ୍କୁ କହି ଫୋନ୍ କାଟିଦେଲା । ତା’ପରେ ଭାଇ ପାଇଁ…

ଅଧିକ ପଢ଼ନ୍ତୁ
se-o-mun

ସେ ଓ ମୁଁ

ତା’ ଆଖି କିଛି ଇସାରା ଦିଏ, ତା’ ଓଠ କିଛି କହିବାକୁ ଚାହେଁ, ତା’ ଆଖିରେ ମୋ ଆଖି ମିଶିଗଲା ପରେ, ଦୁହେଁ ଚାଲିଯାଉ ଅଲଗା ରାଇଜରେ । ହଠାତ୍ କେମିତି ଦେଖା ହେଇଗଲା ମୁଁ ବି ଜାଣେନା। ଅତି ନିଜର କେମିତି ଲାଗିଲା କହି ବି ପାରେନା । ସବୁବେଳେ ଇଚ୍ଛା ହୁଏ ତା’ ପାଖେ ପାଖେ ରବି, କେବେବି ତା’ଠାରୁ ଦୂରେଇ ନଯିବି । ତା’ ସହ ଦେଖା ହେବାକୁ ମନ ଖାଲି ଝୁରୁଛି,…

ଅଧିକ ପଢ଼ନ୍ତୁ