ସୁନାଲତା ପରିଡ଼ା

ସୁନାଲତା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Rasta (ରାସ୍ତା) by Sunalata Parida

ରାସ୍ତା

ଅନ୍ଧାର ରାସ୍ତା, ରାସ୍ତା ପୂରା ଶୂନ୍‌ଶାନ୍ ସେ ରାସ୍ତାରେ ମୁଁ ଏକା ହଠାତ୍, ବର୍ଷା ଆକାଶରେ କେଉଁଠୁ ଆସିଲା?? ଖାଲି ବର୍ଷା ନୁହେଁ ତା’ ସହ ବିଜୁଳି ଚକ୍ ଚକ୍… ଠିକ୍, ସେହି ଅନ୍ଧାର ରାସ୍ତା ଓ ବର୍ଷା ଆକାଶରେ କେଉଁଠି ସେ ଥିଲା ମୋ ପାଖରେ ଆସି ଠିଆ ହେଲା… ସେ ସମୟରେ ହଠାତ୍ ଆକାଶରେ ଘଡ଼ଘଡ଼ି । ଘଡ଼ଘଡ଼ ହେଲା ବୋଲି ସେ ଆସିଲା ନା, ସେ ଆସିଲା ବୋଲି ଘଡ଼ଘଡ଼ି??? ମୁଁ ତା’…

ଅଧିକ ପଢ଼ନ୍ତୁ
Pariksha

ପରୀକ୍ଷା

ଏ ଜୀବନ ହେଉଛି ପରୀକ୍ଷାର ଏକ ସୋତ୍ର ସଂଘର୍ଷମୟ ଜୀବନ ହେଲେ… ମନ କହେ… ଜୀବନ ଏକ ପରୀକ୍ଷା ପ୍ରତି ସମୟରେ ପରୀକ୍ଷା ପ୍ରତି ସ୍ତରରେ ପରୀକ୍ଷା ପ୍ରତି ସ୍ୱାଦରେ ପରୀକ୍ଷା ପ୍ରତି ରକ୍ତବିନ୍ଦୁରେ ପରୀକ୍ଷା ହୃଦୟର ପ୍ରତି ସ୍ପନ୍ଦନରେ ପରୀକ୍ଷା ନିଜକୁ ପ୍ରମାଣିତ କରିବା ହେଉଛି ଏକ ପରୀକ୍ଷା । ହସରେ… ଲୁହରେ… କର୍ମରେ… କର୍ତ୍ତବ୍ୟରେ… ସମ୍ପର୍କରେ… ସମାଜରେ… ସମ୍ମାନରେ… ଜୀବନରେ… ଏ ଜୀବନ ଆରମ୍ଭରୁ ଶେଷ ଯାଏ… ଶେଷରୁ ପୁଣି ଆରମ୍ଭ ଯାଏ… କେବଳ…

ଅଧିକ ପଢ଼ନ୍ତୁ