ବାଲ୍ୟବିବାହ
ଆମ ସମାଜରେ ଝିଅଙ୍କୁ ଭାବନ୍ତି ପରିବାରର ଗୋଟେ ବୋଝ ତେଣୁ ବାଲ୍ୟକାଳୁ ବିବାହ ଦିଅନ୍ତି ନ ଭାବିକି ଆଗପଛ ॥ ବାପାମାଆ ଭାବନ୍ତି ବିବାହ ଦେଇକି ଦେଲେ ସେ କର୍ତ୍ତବ୍ୟ ସାରି ଜାଣି ପାରନ୍ତିନି ବାଲ୍ୟବିବାହଟା କେତେ ଯେ ଅନିଷ୍ଟକାରୀ ॥ ଖୋଲା ଆକାଶରେ ବୁଲିବା ଶିଶୁକୁ ଦିଅନ୍ତି ଶିକୁଳି ବାନ୍ଧି ସମ୍ପର୍କର ଅର୍ଥ ଜାଣିବା ପୂର୍ବରୁ ଦିଅନ୍ତି ବନ୍ଧନେ ଛନ୍ଦି ॥ ବାଲ୍ୟ ବିବାହଟା ଆମ ଦେଶ ପାଇଁ ଗୋଟିଏ ଅସାଧ୍ୟ ରୋଗ ତେଣୁ ଶିକ୍ଷା…