ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odia Story Kanyadan (କନ୍ୟାଦାନ) by Srimani Priyadarsini Das

କନ୍ୟାଦାନ

“ଦାନ ବୋଲି ମୁଁ ଯାହା ଜାଣିଛି ୩ଟି ପ୍ରଧାନ ଅଟେ । ରକ୍ତ ଦାନ, ଚକ୍ଷୁ ଦାନ, କନ୍ୟା ଦାନ । ଆପଣଙ୍କର ଏହି କନ୍ୟାଦାନ ହିଁ ଆମ ପାଇ ସବୁକିଛି । ଯୌତୁକ କିଛି ଦରକାର ନାହିଁ । ଚିନ୍ତା କରିବା କିଛି ଦରକାର ନାହିଁ, ଆପଣଙ୍କ ଝିଅ ନିଶ୍ଚୟ ଖୁସି ରେ ରହିବ ।” ରୋଜାର ବାପାଙ୍କୁ ତା’ ଶ୍ୱଶୁର ଏସବୁ କହୁଥାନ୍ତି । କିଛି ଦିନ ପରେ ରୋଜାର ବିବାହ ହୋଇଯାଏ ।…

ଅଧିକ ପଢ଼ନ୍ତୁ
Bapanka pain sabudina

ବାପାଙ୍କ ପାଇଁ ସବୁଦିନ

ଦୁଇଟି ଅକ୍ଷରରେ ଗଢ଼ା ଯାଇଥିବା ସେହି ନାମ ସେଇ ବ୍ୟକ୍ତି ଜଣକ ଅଟନ୍ତି ବାପା କେତେ ବା ସାହସ ଅଛି ତାଙ୍କର ନା ସେ ସୁନ୍ଦର ମୁଖରେ କେବେ ଥାଏ ଦୁଃଖ ସବୁବେଳେ ଥାଏ ସେ ମୁଁହରେ ହସ କେବଳ ହସ କିଏ ଜାଣେ ତାଙ୍କ ହୃଦୟର କଷ୍ଟ ସେଇ ବାପା ନାମକ ବ୍ୟକ୍ତି ଏ ଦୁନିଆରେ ସବୁଠୁ ଶ୍ରେଷ୍ଠ ! ଯେତେ ଯାହା ଅଳି ଅର୍ଦ୍ଦଳି କଲେ ଆମେ ସବୁ ଆମ ହାତ ପାହାନ୍ତାରେ ଢାଳି…

ଅଧିକ ପଢ଼ନ୍ତୁ
Durga

ଦୁର୍ଗା

ଷ୍ଟେସନ ରାସ୍ତାରେ ତା’ର ବାର ବର୍ଷର ଝିଅକୁ ଧରି ଖାଲି ହାତ ବଢ଼ାଇ ଯିବା ଆସିବା କରୁଥିବା ଲୋକଙ୍କୁ ଭିକ ମାଗୁଥିଲା ଦୁର୍ଗା । କେହି କେହି ସହୃଦୟ ବ୍ୟକ୍ତିମାନେ ଦୟାକରି ଟଙ୍କା ବଢ଼ାଇ ଦେଉଥିବାବେଳେ କେହି କେହି ତାକୁ ଦୂର୍ ଦୂର୍ ମାର୍ ମାର୍ କରୁଥାନ୍ତି । ଯେଉଁମାନେ କିଛି ଦେଉନଥିଲେ କି ତାକୁ ଦୂରେଇ ଯା କହୁନଥିଲେ, ସେମାନେ କାହିଁକି ତା’ର ଛୋଟ ଝିଅକୁ ଭିନ୍ନ ଏକ ଦୃଷ୍ଟିରେ ଚାହିଁ ଚାଲିଯାଉଥିଲେ ସେ ବିଷୟରେ…

ଅଧିକ ପଢ଼ନ୍ତୁ
Tume Para Mora Bapa

ତୁମେ ପରା ମୋର ବାପା

ତୁମ ନାମ ଶୁଣି ମୁଁ ଭୟ ପାଏ, ଆନନ୍ଦ ବି ପାଏ କେବେ ଭାବବିହ୍ୱଳ ବି ହୁଏ ତୁମେ ପରା ମୋର ବାପା ! ତୁମେ ଯେତେବେଳେ ଧରିଥାଅ ମୋର ହାତ ଭୁଲି ମୁଁ ନଯାଏ ବାଟ ତୁମେ ପରା ମୋର ବାପା ! ତୁମେ ମୋର ଭଗବାନ ସଠିକ୍ ମାର୍ଗଦର୍ଶନ ଦେଖାଇଛ ଭଲଧାରଣା ବି ଶିଖାଇଛ ତୁମେ ପରା ମୋର ବାପା ! ତୁମେ ହିଁ ଶିଖାଇଛ ଖଡ଼ି ଛୁଆଁ ମୋତେ ପ୍ରଥମ ଓ କର୍ତ୍ତବ୍ୟ…

ଅଧିକ ପଢ଼ନ୍ତୁ