ସ୍ମୃତିରଞ୍ଜନ ବାରିକ

ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Smrutira Lahadi

ସ୍ମୃତିର ଲହଡ଼ୀ

ହୃଦୟ ବଲ୍ଲଭ ସ୍ୱନଦୀ ତୀର୍ଥେ, ନେତ୍ର ଚକ୍ ଚକ୍ ବାକି ଯା’ ଅର୍ଥେ । ଭାବନାର ଅୟ ଏଯେ ବୃକ୍ଷମୂଳେ, ସୃଷ୍ଟିର ବିଜୟ ଭାବେ ମହାନଦୀକୂଳେ । ବିପରୀତ କ୍ଷଣେ ବୃକ୍ଷ ଦିଏ ନିଜ କୋଳ, ସାଥେ ଥାଉ ଏହି ସାଥୀ ନଦୀକୂଳ । ସ୍ମୃତିର ସାରଥୀ ନିକାଞ୍ଚନ ଟାଣି, ଶାନ୍ତିର ମହକ ମହାନଦୀ ପାଣି । ନଦୀର ସମ୍ପର୍କେ ବୃକ୍ଷ ସମ୍ପର୍କିତ, ଏ ଜୀବନ ଖୋଜେ ତୁମପରି ମିତ । ସ୍ମୃତିର ଲେଉଟା ଫର୍ଦ ଏ…

ଅଧିକ ପଢ଼ନ୍ତୁ
balye-ta-bhul

ବାଲ୍ୟେ ତା’ ଭୁଲ

ହଁ, ଏହାହିଁ ଭୁଲ… ଜନନୀ ଗର୍ଭେ ଶଶିକଳା, ନାଭି ମୁଣ୍ଡାରେ ଧରି କଳା, ଆଈ ମା’ର ନିଆଁ ପୁଳା, ସବୁ ପାଶୋରି ଆସେ ଧଳା, କ’ଣ? ଏଇଟା ଭୁଲ ।…(୧) ସୁଖ ନିଦ୍ରାରେ ଥାଏ ନୟନ, ନଥାଏ ତା’ପାଖେ କକ୍ଷ ଶୟନ, ଜନନୀ ଅନ୍ତ ହିଁ ସ୍ୱର୍ଗ ଆସନ, କ’ଣ? ଏଇଟା ଭୁଲ ।…(୨) ଅନ୍ତ ଚିରି ସେ କରେ ଗମନ, ଛୁଇଁ ମାତୃଭୂମି କରେ କ୍ରନ୍ଦନ, ଚକ୍ଷୁ ଖୋଲି ସେ ଦେଖେ ଗଗନ, ଜାଣେ ନାହିଁ…

ଅଧିକ ପଢ଼ନ୍ତୁ
Nadira-Byakhya

ନଦୀର ବାଖ୍ୟା

ସୃଷ୍ଟିକର୍ତ୍ତା ସେ, ବିଶ୍ୱର ମାଆ, ଗଢ଼ିଛି ଦୁନିଆ, ଶାନ୍ତ କରି ନିଆଁ; ହରାଭରା ଆଜି ତା’ପାଇଁ ଠିଆ, କେହିକି ନେବେ? ତାହାରି ପାହ୍ୟା; ନଦୀ କ’ଣ କରିବ, ନଦୀର ବାଖ୍ୟା? (୧) ପୁରାଣ ଗାଏ, ତାହାରି ଗାଥା, ଯାହା ପାଇଁ ନେହୁରା ଭାଗୀରଥି ବାବା; କଥା ରଖି ସେ, ଆସେ ରୂପେ ଗଙ୍ଗା, ପାପ ଧୋଇ ଧନ୍ୟ କରେ ଲକ୍ଷ ଲକ୍ଷା; ନଦୀ କ’ଣ କରିବ ନଦୀର ବାଖ୍ୟା? (୨) ଆଦ୍ୟ ତା’ ଚରଣ ଏ ସୃଷ୍ଟିକର୍ତ୍ତା,…

ଅଧିକ ପଢ଼ନ୍ତୁ