ସତ୍ୟ ନାରାୟଣ ପ୍ରଧାନ

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Path Padhi Jimi Muin (ପାଠ୍ ପଢ଼ି ଯିମିଁ ମୁଇଁ) by Satyanarayan Padhan

ପାଠ୍ ପଢ଼ି ଯିମିଁ ମୁଇଁ

ନାଇଁଯାଏଁ ଆରୁ ମୁଇଁ ଦାଦନ୍ ଖଟି କାମ୍ ନାଇଁକରେଁ କାର୍ ଇଟାଭାଟି ସଜେଇ ଦେ ମାଁ ତୁଇ, ଇସ୍କୁଲେ ନେଇ ଛାଡ଼ି ଆଇବୁ ଚାଲ୍ ପାଠ୍ ପଢ଼ି ଯିମିଁ ମୁଇଁ ।୧। ସାହୁକାର୍ ପିଟେ ତେଁତେଲ୍ ବାଡ଼ି ଦିହିଁଗୁଟା ଲୁଲାହ୍ ଯାଉଛେ ପଡ଼ି ଆହା ପଦେ କହେ ନାଇଁ, ଦୁଇ ଅକ୍ଷର୍ ଶିକ୍ଷି ବୁଧିଫନ୍ଦା କରମି ପାଠ୍ ପଢ଼ି ଯିମିଁ ମୁଇଁ ।୨। ଗରିବ୍ ଛୁଆକୁ, ସରକାର୍ ଜାନିଁ ଯୁଗେଇ ଦେଉଛେ ବହି-ବସ୍ତାନି କିଛି ଘିନା ପଡ଼େ…

ଅଧିକ ପଢ଼ନ୍ତୁ
Odia Poem Saha Hua Rama Chandi (ସାହା ହୁଅ ରାମଚଣ୍ଡୀ) by Satyanarayan Padhan

ସାହା ହୁଅ ରାମଚଣ୍ଡୀ

କୁଢ଼ କୁଢ଼ ମଡ଼ ଶ୍ମଶାନରେ ଭିଡ଼ ପୋଡ଼ିବାକୁ ଜାଗା ନାହିଁ, ପୁଅ ମଡ଼ ବାପ ବୋହିଛି କାନ୍ଧରେ ହୃଦୟ ବିଦାରୁ ଥାଇ ।୧। ମାଆ କାନ୍ଦୁଥାଏ ପୁଅ ମଲା ବୋଲି କ୍ଷଣିକେ ମରେ ତା’ ପତି, କେଉଁଠୁ ଆସିଲା ଏ ଦୁଷ୍ଟ କରୋନା ଛଡ଼ାଏ ସୁଖ-ସମ୍ପତ୍ତି ।୨। ହୃଦୟ କାନ୍ଦଇ ଦେଖି ଏ ଦୁର୍ଦ୍ଦଶା ଆଖିରୁ ଝରେ ଲୋତକ, କେ ମରୁଛି ରୋଗେ କେ ମରେ ଭୋକରେ ଯେପରି କି ମାଛି ପୋକ ।୩। ସାହା ହୁଅ…

ଅଧିକ ପଢ଼ନ୍ତୁ
Sambalpuri Poem Bhejal (ଭେଜାଲ୍) by Satyanarayan Padhan

ଭେଜାଲ୍

ଭେଜାଲ୍ ହେଉଛେ ଗୁଟେ ଗୁଟେ କରି ଦୁନିଁଆରେ ଅଛେ ଯାହା, ଭେଜାଲ୍ ଆଜି ଉଷ କଷା ଠାନୁଁ ଭେଜାଲ୍ ପି’ ଲା ଚାହା । ଭେଜାଲ୍ ହେଉଛେ ଚାଉଲ୍, ଅଣ୍ଡା ଶୁନିଁ କାବା ଯିବ ହେଇ, କ୍ଷୀର, ମହୁ ଠାନୁଁ ଭେଜାଲ୍ ମିଲୁଛେ ଜାନିଁ ନାଇଁପାରୁଛନ୍ କେହି । ଭେଜାଲ୍ ଆଜି ତ ମୁନୁଷ୍ ସମାଜ୍ ଗୁଟେ ସତ୍ ଲୋକ୍ ନାଇଁ, ଜିନିଷ୍ ଗୁରାକ ଭେଜାଲ୍ ହେଲାଯେ କାହାକେ କହେମାଁ ଭାଇ । ଭେଜାଲ୍ ଇନଁ ହୋ…

ଅଧିକ ପଢ଼ନ୍ତୁ
Sambalpuri Poem Gachhte Lagami muin (ଗଛ୍‌ଟେ ଲଗାମିଁ ମୁଇଁ) by Satyanarayan Padhan

ଗଛ୍‌ଟେ ଲଗାମିଁ ମୁଇଁ

ଝାପୁର୍ ଝୁପୁର୍ ହେଇ ଡାହି ପଖିରା ଲମ୍ବିଛେ କେତ୍ ନି କେତେ, ଫଲ୍ ଫୁଲ୍ ନାଇଁ ଦେଇଥାଉ ପଛେ ଛାଇଁ ଟିକେ ଦେସି ସତେ !! କାଠ୍ ଦେସି ଗଛ୍ ଜଲାବାକେ ଚୁଲ୍ ହି ବନାଁବାକେ ଛାଟ୍ ପଟା, ପଲଙ୍କ୍ କବାଟି ବନ୍ ସି ଯେନଥିରୁ ଚକ୍ କରେ ଫୁଲ୍ ଫୁଟା । ଶୀତଲ୍ ଛାଇଁ ଦେସି ଚାଲତି ଲୋକ୍ କେ ଥକାନ୍ ମେଁଟାବେ ଯାନିଁ, ଗଛ୍ ନାଇଁହେଲେ ନାଇଁ ଝରେ ଫେର୍ ବୁଁଦେ ବର୍ଷାର୍ ପାନିଁ…

ଅଧିକ ପଢ଼ନ୍ତୁ
Odia Poem Banchibaku Dia Mote (ବଞ୍ଚିବାକୁ ଦିଅ ମୋତେ) by Satyanarayan Padhan

ବଞ୍ଚିବାକୁ ଦିଅ ମୋତେ

କନ୍ୟା ଭୃଣଟେ ମୁଁ କି ଦୋଷ କରିଲି ପେଟରେ ପକାଅ ମାରି, ଦୁନିଆ ଦେଖିବା ଆଗରୁ କିମ୍ପାଇଁ ଦେଉଅଛ ହତ୍ୟା କରି !? ନିଷ୍ପାପ ଭୃଣ ମୁଁ କଲି କା’ର କ୍ଷତି ଦିଅ ଏତେ ବଡ଼ ସଜା, କଲବଲ ହୋଇ ଜୀବନ ମୋ ଯାଏ ତିଳେ ନାହିଁ ତୁମ ଦୟା । ଏଡ଼େ ନିରିଦୟ ହୁଅ କାହିଁ ପାଇଁ ଝିଅଟିଏ ବୋଲି ସତେ, ତୁମ ପରି ମୁହିଁ ଦୁନିଆ ଦେଖିବି ବଞ୍ଚିବାକୁ ଦିଅ ମୋତେ । ବଡ଼ହୋଇ…

ଅଧିକ ପଢ଼ନ୍ତୁ