ବର୍ଷା ଓ ବୟସ
ବର୍ଷା ଝରେ ଟପ୍ଟାପ୍ ସୁରରେ ସୁ.. ସୁ.. ଶବ୍ଦରେ ଦୋଳି ଖେଳେ ପବନ ସାଥିରେ । ଉଲ୍ଲସିତ ହୁଏ ଚାଷୀ ବିଭୋର ହୁଏ କବି କୁରୁଳି ଉଠନ୍ତି ପ୍ରଣୟ-ପ୍ରଣୟୀ, ମାଟି ପ୍ରସବିଯାଏ ଅନାବନା କେତେ ଯେ ନବପଲ୍ଲବ ତା’ର ଠିକଣା ନଥାଏ । ବର୍ଷାର ସୁରେ ସୁରେ ମନେପଡ଼େ ପିଲାବେଳ ପାଣି ଫୋଟକା ସହ କାଗଜ ଡଙ୍ଗାର ଖେଳ, ଓଦା ଓଦା ସ୍କୁଲ ଫେରନ୍ତା ସମୟ । ବର୍ଷାର ସଙ୍ଗୀତ ଠିକ୍ ଜୀବନ ସଙ୍ଗୀତ ପରି, ବର୍ଷା…