କହରେ କାଳିଆ
କହରେ କାଳିଆ କେଉଁ ଭୁଲ କଲି ଶୁଣୁନାହୁଁ ମୋର ଡାକ ଭକ୍ତ ବିନୋଦିଆ ନାମ ଘେନିଅଛୁ ରଖିଦେ ତୋହରି ଟେକ । ବାର ବାର ମତେ ଫେରେଇ ଦେଉଛୁ ସିଂହ ଦୁଆରରୁ ତୋର ଅଣଦେଖା ତୁରେ କାହିଁକି କରୁଛୁ ମୁଁ କି ଅବା ତୋର ପର । ଦାସିଆ ହାତରୁ ନଡ଼ିଆକୁ ନେଲୁ ବଳରାମେ ରଥେ ଉଭା ମୋହରି ଆଖିରେ ଲୁହ ଭରି ଦେଇ ତୋ ଓଠେ, ହସ କି ପାଉଛି ଶୋଭା?? ଦେଉଳରେ ରହି ରତ୍ନ…