ଡ. ସନ୍ତୋଷ ମହାନ୍ତି

ଡ. ସନ୍ତୋଷ ମହାନ୍ତି ଜଣେ ଭାଷାବିତ୍ ଏବଂ ଗବେଷକ । ବର୍ତ୍ତମାନ କେନ୍ଦ୍ରୀ‌ୟ ଭାରତୀ‌ୟ ଭାଷା ସଂସ୍ଥାନ, ମୈସୂରୁରେ ସେ କାର୍ଯ୍ୟରତ । ସେ ଓଡ଼ିଆ ବ୍ୟାକରଣ ଉପରେ ବହି ଲେଖିବା ସହିତ ଅନେକ ଗବେଷଣାତ୍ମକ ପୁସ୍ତକମାନେ ରଚନା କରିଛନ୍ତି ।

joda-chhada-likhana-dhara

ଯୋଡ଼ା ଛଡ଼ା ଲିଖନ ଧାରା

ପ୍ରତିଦିନ କିଛିକିଛି ଲେଖିବାବେଳେ କେଉଁଠି ଯୋଡ଼ିକି ବା ଛାଡ଼ିକି ଲେଖାଯିବ; ସେଥିପାଇଁ କେହିକେହି ଅଡ଼ୁଆରେ ପଡ଼ନ୍ତି ! ଯଥା: ଏକ ବାକ୍ୟରେ ‘ପପୁର’, ବା ‘ପପୁକୁ’ ଆଦି ଲେଖିବାକୁ ଥିଲେ; ବିଭକ୍ତି ପ୍ରତ୍ୟୟ ଚିହ୍ନ ‘ର’ ଓ ‘କୁ’ ଯୋଡ଼ିକି ଲେଖାଯାଏ; କିନ୍ତୁ ‘ଠାରୁ’, ‘ଦ୍ୱାରା’ ବେଳକୁ ସାଧାରଣତଃ ଛାଡ଼ିକି ‘ପପୁ ଠାରୁ’, ‘ପପୁ ଦ୍ୱାରା’ ଲେଖା ହେଉଥିବାର ଦୃଷ୍ଟିଗୋଚର ହୁଏ । ପ୍ରକୃତରେ, ଓଡ଼ିଆ ଭାଷାର ଲିଖନ ପ୍ରଥା ବା ପରମ୍ପରାରେ ବିଶେଷ କରି ମୁଦ୍ରିତ…

ଅଧିକ ପଢ଼ନ୍ତୁ