ସନ୍ତୋଷ କୁମାର ସାହୁ

ସନ୍ତୋଷ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Tume Gala Pare

ତୁ ଗଲା ପରେ

ତୁ ଗଲା ପରେ… ମୁଁ କାନ୍ଦେ ଶୂନଶାନ୍ ରାତ୍ରିରେ ସମସ୍ତେ ଶୋଇଗଲା ପରେ । ତୁ ଗଲା ପରେ… ମୁଁ ଜଳେ ମୋ ଅନ୍ତର ଭିତରେ ତୋ ଅଭୁଲା ସ୍ମୃତିରେ । ତୁ ଗଲା ପରେ… ତତେ ପାଏ ମୋ ମନର କୋହରେ ଆଉ ଆଖିର ଲୁହରେ । – ସନ୍ତୋଷ କୁମାର ସାହୁ ସନ୍ତୋଷ କୁମାର ସାହୁସନ୍ତୋଷ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।…

ଅଧିକ ପଢ଼ନ୍ତୁ