ସମ୍ୟଜିତ ପାତ୍ର

ସମ୍ୟଜିତ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କିଛି କବିତା ଶୁଭପଲ୍ଲବ ଇ-ପତ୍ରିକା ଏବଂ ପୋର୍ଟାଲ୍‌ରେ ପ୍ରକାଶ ପାଇବା ସହିତ ତାଙ୍କ ଉପସ୍ଥାପିତ କବିତା ମଧ୍ୟ ଶୁଭପଲ୍ଲବର ୟୁ-ଟ୍ୟୁବ୍‌ରେ ମୁକ୍ତିଲାଭ କରିଛି ।

Odia Story Ae Ta Jibana (ଏଇ ତ ଜୀବନ) by Samyajit Patra

ଏଇ ତ ଜୀବନ

ଦିବସର ଆରମ୍ଭ ହୋଇସାରିଥିଲା ସୂର୍ଯ୍ୟଙ୍କଠାରେ ସୃଷ୍ଟି ହେଉଥିବା ହାଇଡ୍ରୋଜେନ ଗ୍ୟାସ, ହିଲିୟମ ଗ୍ୟାସରେ ପରିଣତ ହେବାରେ । ପତ୍ନୀ କହୁଥିଲେ, ତୁମ ଟିଫିନ୍ ଡବା ଓ ପାଣି ବୋତଲ ଟେବୁଲ ଉପରେ ରଖିଛି ଗଲାବେଳେ ନେଇଯିବ । କାମ ନ କଲେ ପୁଅକୁ ପଢ଼େଇବ କେମିତି? ରାଜୁ ବିଛଣାରେ ପ୍ରାଣାୟାମ ସାରି ଦାନ୍ତକାଠି ନେଇ ପୋଖରୀକୁ ଚାଲିଗଲା । ଶୌଚ ଓ ସ୍ନାନ କାର୍ଯ୍ୟ ସାରି ବାହାରି ପଡ଼ିଲା କଳକାରଖାନା, ତା’ ନିତିଦିନିଆ କର୍ମ ସଂସ୍ଥାନ ଅଭିମୁଖେ…

ଅଧିକ ପଢ଼ନ୍ତୁ
Odia Poem Mo Bhai (ମୋ ଭାଇ (ଜେଜେ)) by Samyajit Patra

ମୋ ଭାଇ (ଜେଜେ)

ଦର୍ପଣ ଆଗରେ ମୋ ମୁଖରେ ଦେଖୁଅଛି ପ୍ରତିବିମ୍ବ ତୁମ ତୁମ ସହ ମୋ ହସ ଆଜି ମିଶିଯାଏ ଆଶ୍ଚର୍ଯ୍ୟ ଅନେକ । ତୁମ ସ୍ନେହ ଆଦରରେ ଖେଳୁଥିଲି ମୁଁ ତୁମରି କୋଳରେ ଦିନେ, ଆଜି ମୁଁ ଖୋଜି ହୁଏ, ଆନାମନା ହୋଇ, ମୋ ମନର ଭାବନା ଆଉ କିଏ ଜାଣେ । ସ୍ମିତ ହସ ତୁମ ମନେ ମୋ ପଡ଼ୁଛି ଏକାନ୍ତରେ ଥିଲାବେଳେ, ନିଶାର ଗଭୀର ପ୍ରହରୀରେ ନିଦ୍ରାଭଗ୍ନ ହୁଏ, ଦୁଃଖରେ ମୁଁ ଭାଳେ । ସଂସାରର…

ଅଧିକ ପଢ଼ନ୍ତୁ
Samayara Gati Pathe

ସମୟର ଗତି ପଥେ

ସମୟର ଗତିପଥ ସତେ ଅବା କେତେ କଣ୍ଟକିତ, କିଏ ପହଞ୍ଚେ ଲକ୍ଷ୍ୟ ସ୍ଥଳରେ ତ, କିଏ ରହିଯାଏ ଅଧ ରାସ୍ତାରେ, ଜୀବନର ଝଡ଼ଝଞ୍ଜା ଭିତରେ କେତେ ଖାଲ ଢିପ ଜଣାପଡ଼େନି, ସମୟ ସହିତ ତାଳ ଦେଇ ମାଡ଼ିଚାଲିଥାଏ ଆଗକୁ ଆଗକୁ, ଜର୍ଜରିତ ଏଇ କଳେବର ଚାହେଁନା କେବେ ହାରିବାକୁ, ଜିତିବାର ପ୍ରବଳ ଆଗ୍ରହରେ ବଶୀଭୂତ ହୋଇ ଚାଲିଥାଏ ନିର୍ଭୟରେ, ବୁଝିପାରେନା କେହି ନୀରିଖେଇ ଦେଖୁଛି ତା’ର ବ୍ୟକ୍ତିତ୍ୱକୁ, କେବେ କେଉଁଠି ହୋଇଗଲେ ଟିକିଏ ଭୁଲ, ହଠାତ୍ ତା’…

ଅଧିକ ପଢ଼ନ୍ତୁ
Saradiya Sparsha

ଶାରଦୀୟ ସ୍ପର୍ଶ

ଶରତ ଆଗମନରେ ଭୂଇଁରେ କାଶତଣ୍ଡୀ ସ୍ପର୍ଶ ମା’ ମହାମାୟାର ଆଗମନର ଦିଏ ସନ୍ଦେଶ । ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ, ଏ ଜଗତ ଲଭେ ମା ମହାମାୟାର ଆଶିଷ । ଶରତ ଅମ୍ବର କେଡ଼େ ନିରିମଳ ସତେ କି ନୀଳ ପାରାବାର, ପ୍ରକୃତି ସାଜଛି ରାଣୀର ବେଶ ଦିଶେ ଆହା କେତେ ମନୋହର । ଶରତସ୍ପର୍ଶ ସକାଳର କାକର ବେଳା, ମୋତି ସଦୃଶ ଦିଶେ ଘାସ ଉପରେ ଆଚ୍ଛାଦିତ କାକର ବିନ୍ଦୁର ମେଳା । ପରମେଶ୍ୱରୀଙ୍କ କରୁଣାର…

ଅଧିକ ପଢ଼ନ୍ତୁ